Odia News Portal
Browsing Tag

Education

ନଭେମ୍ବର ୧ରୁ ୟୁଜି ଓ ୧୫ରୁ ପିଜି କ୍ଲାସ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ସାରା ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ପୋଷ୍ଟ ଗ୍ରାଜୁଏଟ (ପିଜି) ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ତେବେ ପ୍ରଥମ ବର୍ଷର ୟୁଜି ଓ ପିଜି ପିଲାଙ୍କ ପାଠପଢ଼ା ହେବ । …

ଶିକ୍ଷାନୁଷ୍ଠାନରେ କରୋନା କଟକଣା ଏବେ ବାଟବଣା

ଭୁବନେଶ୍ୱର : କଲେଜରେ କୋଭିଡ କଟକଣା ଏବେ ଏକ ପ୍ରକାର ବାଟବଣା । ପିଲାଙ୍କ ମୁହଁରେ ନା ରହୁଛି ମାସ୍କ ନା ରଖୁଛନ୍ତି ଶାରୀରିକ ଦୂରତା । ବିଶେଷକରି ସଂକ୍ରମଣର କେନ୍ଦ୍ରବିନ୍ଦୁ ପାଲଟିଥିବା ରାଜଧାନୀର ପ୍ରାୟ ସମସ୍ତ କଲେଜରେ ଏହି ଅବସ୍ଥା । ତେଣୁ ଯଦି ପୁଣିଥରେ କରୋନା ଉପରମୁହାଁ ହୁଏ ତେବେ…

ଆଜିଠାରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ପିଜି ନାମଲେଖା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଜି ବିଭାଗରେ ଆଜିଠାରୁ ନାମଲେଖା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଚୟନ ତାଲିକା ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟରେ ମୋଟ ୧୨ ହଜାର ୨୧୪ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୪ ହଜାର ୭୧୩…

ଆଜିଠୁ କ୍ଲାସରୁମରେ ବସି ପାଠ ପଢ଼ିବେ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ

ଭୁବନେଶ୍ୱର: କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ଅନଲାଇନରେ ଚାଲିଥିଲା ପାଠପଢ଼ା । କିନ୍ତୁ ଧିରେ ଧିରେ କଟକଣା କୋହଳ ହେବା ପରେ ଆଜିଠୁ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । ଚଳଚଞ୍ଚଳ ହୋଇଛି କ୍ୟାମ୍ପସ, ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ। ଅନଲାଇନ୍ ନୁହେଁ ଶ୍ରେଣୀ ଗୃହରେ ହେବ…

ସ୍କୁଲ ଖୋଲିବା ନେଇ ଆସିଲା ଗାଇଡଲାଇନ୍, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶମତେ , ରାଜ୍ୟରେ ଥିବା ସମସ୍ତ ସରକାରୀ , ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଏକାଦଶ ଓ ଅଷ୍ଟମଶ୍ରେଣୀ ଯଥାକ୍ରମେ ତା ୨ ୧.୧୦.୨୦ ୨୧ରିଖ ଓ ୨୫.୧୦.୨୦୨୧ରିଖ ଠାରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।…

ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଏମିତି କହିଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଶିକ୍ଷା କ୍ଷେତ୍ର ପ୍ରଭାବିତ । ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିହେବନି । ବର୍ତ୍ତମାନ ବିଶ୍ବର କେତେକ ଦେଶ ଓ ରାଜ୍ୟରେ ସ୍କୁଲ…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ । ୩୪୮ ମାର୍କ ରଖି ମ୍ରିଦୁଲ ଅଗ୍ରଓ୍ଵାଲ ଟପ୍ପର। ଝିଅମାନଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ଦିଲ୍ଲୀର କାବ୍ୟା ଚୋପ୍ରା । ୨୮୬ ମାର୍କ ରଖି ୯୮ର‍୍ୟାଙ୍କରେ ଅଛନ୍ତି କାବ୍ୟା। ଚଳିତ ବର୍ଷ ମୋଟ ୧ଲକ୍ଷ ୪୧ହଜାର ୬୯୯ ଛାତ୍ରଛାତ୍ରୀ ଜେଇଇ…

ଦଶହରା ଛୁଟି ଅଷ୍ଟମ ଶ୍ରେଣୀ ପାଠ ପଢ଼ା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଓ ଗଣଶିକ୍ଷା ବିଭାଗ। ପିଲାମାନେ ଅଫଲାଇନ୍ ମୋଡ୍ରେ ପାଠ ପଢ଼ିପାରିବେ। ତେବେ କ୍ଲାସରୁମକୁ କେମିତି ପରିଚାଳନା କରାଯିବ ଓ ଗାଇଡଲାଇନ୍ ଅନୁସାରେ କେମିତି ପାଠପଢ଼ା ହେବ ସେ ନେଇ ଶନିବାର…

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମୀର ଦାସ

ଭୁବନେଶ୍ୱର: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପ୍ରାଥମିକ ଶିକ୍ଷା ତାଲିମ ବିଷୟ ବସ୍ତୁରେ ଓଡ଼ିଆ ଭାଷା ରଖିବାକୁ ଚିଠି ଲେଖିଛନ୍ତି ମନ୍ତ୍ରୀ ସମୀର ଦାସ। ପ୍ରାଥମିକ ଶିକ୍ଷକ ତାଲିମ ବିଷୟ ବସ୍ତୁରୁ ଓଡ଼ିଆ ଭାଷାକୁ ବାଦ ଦିଆଯାଇଛି । ପୁର୍ନବାର…

ଅକ୍ଟୋବର ୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ କରାଯିବ । ରାଜ୍ୟରେ ବୋର୍ଡ ପକ୍ଷରୁ ୩୦ଟି କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ସମସ୍ତ ସ୍କୁଲଗୁଡିକର ମୁଖ୍ୟମାନେ ଆବଶ୍ୟକୀୟ…