Odia News Portal
Browsing Tag

Education

ପ୍ରକାଶ ପାଇଲା CBSE ଦଶମ, ଦ୍ୱାଦଶ ଆଡମିଟ୍ କାର୍ଡ ୨୦୨୩

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶ୍ରେଣୀ ୧୦ ଏବଂ ୧୨ ବୋର୍ଡ ପରୀକ୍ଷା ୨୦୨୩ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିସାରିଛି। ସ୍କୁଲ କର୍ତ୍ତୃପକ୍ଷ CBSE ର ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ – cbse.gov.inସରକାରୀ ବିଜ୍ଞପ୍ତି ଅନୁଯାୟୀ,…

ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ। ପାସ ହାର ରହିଛି ୬୮.୬୬%। କଳାରେ ୬ ହଜାର ୩୧୦ ଜଣ ପାସ କରିଥିବା ବେଳେ, ପାସ୍ ହାର ରହିଛି ୭୦.୬୨ ପ୍ରତିଶତ। ସେହିପରି ବାଣତଜ୍ୟରେ ୪୨୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ, ପାସ୍ ହାର ରହିଛି ୬୮.୬୧ ପ୍ରତିଶତ।…

ଆଜିଠୁ ଖାଲି ଥିବା ସିଟ୍ ପୂରଣ

ଯୁକ୍ତ୨ରେ ଖାଲିଥିବା ସିଟ୍‌ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଆଜି ପୂର୍ବାହ୍ନ ୧୧ଟା ୩୦ରୁ ୨୨ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଆବେଦନ…

ଷଷ୍ଠ, ସପ୍ତମ ପିଲା ବିଦ୍ୟାଳୟ ମୁହାଁ : ଚାପରେ ଶିକ୍ଷକ ଶିକ୍ଷୟତ୍ରୀ, କଟକଣା ପାଳନ ଚିନ୍ତା

ଭୁବନେଶ୍ୱର : ସରକାରୀ ଘୋଷଣା ମୁତାବକ ଆଜି ଠାରୁ ଷଷ୍ଠ ଓ ସପ୍ତମଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ଖୁସି ଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ କିନ୍ତୁ ଚାପରେ ଅଛନ୍ତି । ବିଶେଷକରି କୋଭିଡ କଟକଣାକୁ ବିଦ୍ୟାଳୟରେ କିଭଳି ପାଳନ କରାଯିବ ସେହି ଚିନ୍ତା ଏବେ…

୨ ବର୍ଷ ପରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ଥିଲା ସ୍କୁଲ । ତେବେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପର୍ଯ୍ୟାୟକ୍ରମେ ସ୍କୁଲ ଯାଇଥିବା ବେଳେ ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ଆଜି ସ୍କୁଲ ଯାଇଛନ୍ତି । ଦୀର୍ଘ ଦେଢ ବର୍ଷ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ମାଟି…

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ

ଭୁବନେଶ୍ୱର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଥିବା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ ଆସନ୍ତା ଡିସେମ୍ବର ୧୦ତାରିଖ ସୁଦ୍ଧା ହୋଇପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରରେ ତ୍ରୁଟି ଥାଏ, ତେବେ ସମ୍ପୃକ୍ତ ହାଇସ୍କୁଲର…

୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ । ଦିପାବଳୀ ପରେ ସ୍କୁଲ ଖୋଲିବା ନେଇ ମିଳିଥିବା ସୂଚନା ସତ ପ୍ରମାଣିତ ହୋଇଛି । ଆସନ୍ତା ନଭେମ୍ବର 15 ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ । ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ…

ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କମିଟି ସହ ଆଲୋଚନା କଲେ ୫-ଟି ସଚିବ

ଭୁବନେଶ୍ୱର: ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ଏହାକୁ କେବଳ ସରକାରୀ କାର୍ଯ୍ୟକ୍ରମ ବୋଲି ଗ୍ରହଣ ନକରି ବରଂ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା…

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ପ୍ରସଙ୍ଗ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ । କେବେ ଖୋଲିବ ତାକୁ ନେଇ ଚାଲିଛି ବିଚାରବିମର୍ଶ । ପର୍ଯ୍ୟାୟକ୍ରମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ । ନୂଆ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ…

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ବନ୍ଦ ରହିଛି ସ୍କୁଲ । ଯଦିଓ ଟିକେ କୋହଳ ହେବାରୁ ଅଷ୍ଟମରୁ ଦଶମ ଶ୍ରେଣୀ କ୍ଲାସ ହେଉଛି ତଥାପି ଏବେ ବି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ପିଲାମାନେ ଅନଲାଇନ କ୍ଲାସ କରୁଛନ୍ତି । ଏବେ ସରକାର ପ୍ରଥମରୁ ସପ୍ତମ…