Odia News Portal
Browsing Tag

fine

ସଞ୍ଜୁଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କାହିଁକି?

ଦୁବାଇ: ଜମୁଛି ଆଇପିଏଲ ମ୍ୟାଚ୍ । ମଙ୍ଗଳବାର ରାଜସ୍ଥାନ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚଟି ରାଜସ୍ଥାନ ଦମଦାର ବିଜୟ ହାସଲ କରିଛି । ଯୁବ ବୋଲର ସୁଦୀପ ତ୍ୟାଗୀଙ୍କ ଚମକ୍ରାର ବୋଲିଂ ଲାଗି ଦଳ ରାଜସ୍ଥାନ ବିଜୟୀ ହୋଇଛି । ତେବେ ଏହାରି ଭିତରେ ଦଳର ଅଧିନାୟକଙ୍କୁ ଲାଗିଛି ଝଟକା । ମ୍ୟାଚ…

୭ ଦିନରେ ଦେଢ଼ କୋଟି ଟଙ୍କାର ଜରିମାନା ଆଦାୟ

ଭୁବନେଶ୍ୱର: ପୁଲିସ ପକ୍ଷରୁ ଗତ ୭ଦିନ ମଧ୍ୟରେ ପ୍ରାୟ ଦେଢ କୋଟି ଟଙ୍କା ଜରିମାନା ଆକାରରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ କରାଯାଇଛି। ତେବେ ଗତ ଦ୍ୱିତୀୟ ଲହରର ଏପ୍ରିଲ ଓ ମେ ମାସରେ ପୁଲିସ କୋଭିଡ ନିୟମ ଉଲ୍ଲଘଂନ କ୍ଷେତ୍ରରେ ପ୍ରାୟ ୧୫କୋଟି ଟଙ୍କା ଜରିମାନା ଆଦାୟ କରିପାରିଥିଲା।…

ସତର୍କ ହୋଇ ଯାଆନ୍ତୁ, ୨ମାସରେ ଅମାନିଆଙ୍କଠାରୁ ଆଦାୟ ହେଲାଣି ସାଢ଼େ ୧୪ କୋଟି

ଭୁବନେଶ୍ୱର: କରୋନା କଟକଣାକୁ ନମାନି ବୁଲୁଥିବା ଅମାନିଆଙ୍କ ନିକଟରୁ ୨ ମାସରେ ଆଦାୟ ହେଲାଣି ସଢ଼େ ୧୪ କୋଟି ଟଙ୍କାର ଫାଇନ୍ । ଏପ୍ରିଲ ୧ରୁ ଏଯାବତ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଥିବା ବେଳେ ୧୪ ଲକ୍ଷ ୫୮ ହଜାର ଟଙ୍କା ଜରିମାନା କଟାଯାଇଛି । ସେପଟେ, ୩୫ ହଜାର ଦୋକାନ ସିଲ ହୋଇଥିବା…