Odia News Portal
Browsing Tag

Ganesh puja

ଶ୍ରୀଗଣେଶଙ୍କୁ ପ୍ରଶନ୍ନ କରିବାକୁ ଚଢ଼ାନ୍ତୁ ଏହିସବୁ ଭୋଗ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଇବେ ବିଘ୍ନହର୍ତା ପ୍ରଭୁ ଶ୍ରୀଗଣେଶ । ଏନେଇ ଚାରିଆଡେ ଉତ୍ସବମୁଖର । ଏହି ପବିତ୍ର ପୂଜା ଅବସରରେ ଗଜାନନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପ୍ରିୟ ୧୦ଟି ଭୋଗ ଲାଗି କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୧୦ଟି ଭୋଗ ବିଷୟରେ..…

ଆଜି ପବିତ୍ର ଗଣେଶ ଚତୁର୍ଥୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଇବେ ଗଜାନନ । କୋଭିଡ୍ କଟକଣାରେ ପୂଜା କରାଯାଉଛି ଗଜାନନଙ୍କୁ । ଘରେ ଓ ମଣ୍ଡପରେ ପୂଜା ପାଇଛନ୍ତି ବିଘ୍ନ ବିନାଶକ । ଜାକଜମକ ନୁହେଁ ନିରାଡମ୍ବର ଭାବେ ପୂଜା କରାଯାଉଛି । ମଣ୍ଡପ ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଛି । ରାଜ୍ୟର…

ରାତି ପାହିଲେ ଗଣେଷ ପୂଜା, ଜାଣନ୍ତୁ କେଉଁ ସମୟରେ ରହିଛି ପୂଜା କରିବାର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର: ରାତି ପାହିଲେ ଗଣେଷ ପୂଜା । ଗଜାନନଙ୍କ ପୂଜା ଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁରୁ ସହର । ଏହିଦିନ ଯଦି ଆପଣ ଶୁଭ ମୁହୂର୍ତ୍ତରେ ଗଣପତିଙ୍କୁ ସ୍ଥାପନା କରିବେ ତେବେ ଏହା ଆପଣଙ୍କ ପାଇଁ ଲାଭଦାୟୀ ହେବ । ସେହିପରି ପୂଜାର ଶୁଭ ମୁହୂର୍ତ୍ତ ୧୨ ଟା ୧୭ ରୁ ଆରମ୍ଭ ହୋଇ ରାତି ୧୦ ଟା…

କଟକରେ ହେବ ଗଣେଷ ପୂଜା

ଭାଇଚାରାର ସହର କଟକରେ ହେବ ଗଣେଶ ପୂଜା । କରୋନା କାଳରେ କଟକରେ ଗଣେଶ ପୂଜାକୁ ମିଳିଛି ଅନୁମତି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ତେବେ ମଣ୍ଡପରେ ଗଣେଶ ପୂଜା ହେଲେ ମଧ୍ୟ ଅଧିକ ଲୋକଙ୍କର ଯେପରି ସମାଗମ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ଖୁବ୍ କମ ଲୋକରେ ଗଣେଶ ପୂଜା ପାଇଁ…

ସ୍କୁଲରେ କିଭଳି ପୂଜା ହେବ ତାହା ଶିକ୍ଷକ ଶିକ୍ଷୟିତ୍ରୀ ବୁଝିବେ

ଭୁବନେଶ୍ବର() ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଛାତ୍ରଛାତ୍ରୀ ଯୋଗ ଦେବେନାହିଁ । ଘରେ ରହି ଗଣେଶ ପୂଜା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସ୍କୁଲରେ କିଭଳି ପୂଜା ହେବ, ତାହା ଶିକ୍ଷକ ଶିକ୍ଷୟିତ୍ରୀ ବୁଝିବେ ବୋଲି ମନ୍ତ୍ରୀ କହିଛନ୍ତି । ଘରେ…

ଟୁଇନ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ବର()   କରୋନାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତାହା ହେଲା ଚଳିତ ବର୍ଷ ଟୁଇନ ସିଟିରେ ଗଣେଶ ପୂଜା ହେବ ନାହିଁ ।  କରୋନା ପାଇଁ ଏ ବର୍ଷ କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି ।  ଟୁଇନ ସିଟିରେ କୌଣସି…