Odia News Portal
Browsing Tag

gobinda sahu

ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ଘୁଞ୍ଚିଲା

ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ତାରିଖ ଘୁଞ୍ଚିଥିବା ଜଣାଯାଇଛି। ଗତକାଲି ପୁଲିସ ପକ୍ଷରୁ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା…

କୋର୍ଟରେ ହାଜର ହେଲା ଗୋବିନ୍ଦ

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ହତ୍ୟାକାରୀ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ କୋର୍ଟରେ ହାଜର । ଭିଡିଓ କନଫରେନ୍ସ ଜରିଆରେ ବଙ୍ଗୋମୁଣ୍ଡା JMFCରେ ହଜାର କରାଯାଇଛି ।  ସୁରକ୍ଷା ବ୍ୟବସ୍ଥା…

ଆଜି ସରୁଛି ଗୋବିନ୍ଦ ସାହୁର ରିମାଣ୍ଡ ଅବଧି

ବଲାଙ୍ଗିର :ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଶେଷ ହେଉଛି । ଗତକାଲି ରାତିରେ ଗୋବିନ୍ଦକୁ ଏସପି ଅଫିସରୁ ରିଜର୍ଭ ପୋଲିସ ବାରାକକୁ ଅଣାଯାଇଥିଲା । ରାଧେ ଘରୁ ମିଳିଥିବା ବ୍ୟାଗ୍ ସଂପର୍କରେ…

ମମିତା ହତ୍ୟାକାଣ୍ଡର ‘ଡେମୋ’ ଦେଖାଇଲା ଗୋବିନ୍ଦ

ବଲାଙ୍ଗୀର: ମମିତାଙ୍କୁ ଯେଭଳି ଭାବେ ହତ୍ୟା କରିଥିଲେ ତା’ର ‘ଡେମୋ’ ଗତ ରାତି ପାହାନ୍ତା ପ୍ରାୟ ୪ଟା ବେଳେ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ ଆଗରେ ପ୍ରଦର୍ଶନ କରିଥିଲେ। ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍‌କୁ…

ଧରା ପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ

ଭୁବନେଶ୍ୱର : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହର ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଛି । ଆଖୁ ବାଡିରୁ ତାକୁ ପୁଲିସ ଧରିଛି । ଟିଟିଲାଗଡ଼ ପୁଲିସ ବାରାକରୁ ଗୋବିନ୍ଦ ଖସିଯିବାରୁ ୩ ପୁଲିସ ନିଲମ୍ବିତ ହୋଇଥିଲେ । ତେଣୁ ତାକୁ ଧରିବା ପାଇଁ ପୁଲିସ…

ଗୋବିନ୍ଦ ସାହୁକୁ ଧରାଇଲେ ମିଳିବ ୨୦ ହଜାର ଟଙ୍କାର ପୁରସ୍କାର ରାଶି

କଳାହାଣ୍ଡି: ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ଗୋଟିଏ ପରେ ଗୋଟିଏ ଖବର ନଜରକୁ ଆସିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ପୋଲିସକୁ ଚକମା ଦେଇ ଯିବା ପରେ ବଢ଼ିଛି ସନ୍ଦେହ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ। ଆଜି…