Odia News Portal
Browsing Tag

hanger story

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳର ଯୁବ ଶାଖା ସକ୍ରିୟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଛୋଟ ଛୋଟ ଦଳର ଯୁବଶାଖାଗୁଡିକ ବେଶ୍‍ ସକ୍ରିୟ ହୋଇ ଉଠିଛନ୍ତି । ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଓ ବିଜେପିର ଶାଖା କେବଳ ସକ୍ରିୟ ହୋଇ ନାହାନ୍ତି, ଏବେ ପରସ୍ପର…

ଦୂବରୁ ଦ୍ରୁମ ହେଲେ କେମିତି? କେବିଏନ୍‍ ଗୋଷ୍ଠିକୁ ଧରିବାକୁ ପୁଲିସ୍‍ ରାତି ଅନିଦ୍ରା

ଭୁବନେଶ୍ୱର : ତଥାକଥିତ ଗ୍ୟାଙ୍ଗଷ୍ଟାରଙ୍କ ମିଳିତ ମଞ୍ଚ କେବିଏନ୍‍ ଗ୍ରୁପ୍‍ ଏବେ କମିଶନରେଟ ପୁଲିସ୍‍ର ନିଦ ହଜାଇ ଦେଇଥିବାବେଳେ ଏମାନେ କିଭଳି ଦୂବ ରୁ ଦ୍ରୁମ ପାଲଟିଲେ ଓ କମିଶନରେଟ ପୁଲିସ୍‍ର ଦକ୍ଷ ବାବୁମାନେ ଏହାର ଟେର ପାଇଲେ ନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଏହାକୁ…

ନିଶା ବେପାରୀଙ୍କ ଅକଲଗୁଡ଼ୁମ

ଭୁବନେଶ୍ୱର: ନିଶା ସାମଗ୍ରୀର ବେଆଇନ୍‍ କାରବାରର କୁପ୍ରଭାବ ଉଭୟ ଯୁବଗୋଷ୍ଠି ଓ ସମାଜ ଉପରେ ପଡୁଥିବାବେଳେ ଏହାର ମୂଳୋତ୍ପାଟନ ଲାଗି ରାଜ୍ୟ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି । ତଦନୁଯାୟୀ ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ସ୍କ୍ୱାଡ୍‍ର ଧରପଗଡ ଏବେ କାମ ଦେଉଛି । କ୍ଷେତ୍ର ସ୍ତରୀୟ…

ପୁଲିସ୍‍କୁ ଚକ୍‍ମା ଦେଉଛନ୍ତି ରାଜଧାନୀ ଛୋଟ ଚୋର

ଭୁବନେଶ୍ୱର : ରାଜଧାନୀ ପୁଲିସ୍‍କୁ ଏବେ ଛୋଟ ଚୋରମାନେ ଚକ୍‍ମା ଦେଉଛନ୍ତି । ବଡ ବଡ ଚୋରଙ୍କୁ ଧରି ପୁଲିସ୍‍ ଜେଲ୍‍ ପଠାଉଥିବାବେଳେ ସେମାନଙ୍କ ଚେଲାମାନେ ଏବେ ପୁଲିସ୍‍କୁ ନାକେଦମ କରୁଛନ୍ତି । ଏମାନଙ୍କ ଉପରେ ଦୟାକରି ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ଛୋଟ ବଡ ଚୋରି ଠାରୁ ଆରମ୍ଭ…

ଖାଲି ହୋଇଯିବ କି କଂଗ୍ରେସ ଭାଡି ?

ଭୁବନେଶ୍ୱର : କଂଗ୍ରେସର ଏବେ ଭାଡି ଖାଲି ହୋଇଯିବା ଅବସ୍ଥା । ଜଣକ ପରେ ଜଣେ ପୂର୍ବତନ ବିଧାୟକ ଓ ସାଂସଦ ଯେଭଳି ଦଳ ଛାଡୁଛନ୍ତି ସେହି ଧାରା ଜାରି ରହିଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ମଙ୍ଗ ଧରିବାକୁ ହାତଗଣତି କେତେଜଣଙ୍କୁ ବାଦ୍‍ ଦେଲେ ଆଉ କେହି ମିଳିବେ ନାହିଁ । ତେବେ ସର୍ବଦା…

ଦଳ ବଦଳ କରୁଥିବା ନେତାଙ୍କ ପାଇଁ ଆଗକୁ ଅଗ୍ନିପରୀକ୍ଷା, ପ୍ରଥମେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର : ରାଜ୍ୟରେ ଏବେ ଦଳ ବଦଳ ପ୍ରକ୍ରିୟା ଜୋରଦାର ଭାବେ ଚାଲିଛି । ତେବେ ଦଳ ବଦଳ କରୁଥିବା ନେତାଙ୍କ ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ । ଯଦି ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲେ ତେବେ ତିଷ୍ଠିବେ ନହେଲେ ଦଳରେ କୋଣଠେସା ହୋଇଯିବେ ବୋଲି ସେମାନଙ୍କ…

ମୁଖ୍ୟ ସଚିବ ପାହ୍ୟାର ପାଉଣା ପାଉଛନ୍ତି ପିଏମୟୁ କର୍ମଚାରୀ, ଏବେ ପରିବହନ ବିଭାଗ ପାଳି

ଭୁବନେଶ୍ୱର : ଠିକା ଚାକିରି । ହେଲେ ମାସିକ ପାଉଣା ଶାସନ ସଚିବ ସ୍ତରର କିମ୍ବା ଏହାଠାରୁ ଅଧିକ । କେତେକ ତ ମୁଖ୍ୟ ଶାସନ ସଚିବଙ୍କ ପାହ୍ୟାର ମାସିକ ପାଉଣା ପାଉଛନ୍ତି । ତେବେ ଏହି ମୋଟା ବେତନଧାରୀମାନେ ରାଜ୍ୟର କି ମଙ୍ଗଳ କରୁଛନ୍ତି ତାହା ସାଧାରଣ ଲୋକଙ୍କ ଗୋଚର ବାହାରେ । ବିଶ୍ୱସ୍ତ…

‘ତାରା’ ଏବେ ବିରୋଧିଙ୍କ ପାଇଁ ‘ଚାନ୍ଦ’ ପାଲଟିଛନ୍ତି

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତାରା ଏବେ ବିରୋଧିଙ୍କ ପାଇଁ ‘ଚାନ୍ଦ’ ପାଲଟିଛନ୍ତି । ରାଜ୍ୟ ରାଜନୀତିରେ ମୁଣ୍ଡ ଟେକୁଥିବା କଂଗ୍ରେସକୁ ତାରା ବାହିନିପତି ଏମିତି ଘାଇଲା କରୁଛନ୍ତି ଯେ ତାଙ୍କ କଥାଗୁଡା ବିରୋଧିଙ୍କୁ ପୁନେଇ ଚାନ୍ଦ ଭଳି ଅନୁଭବ ହେଉଛି । କଂଗ୍ରେସର ଏହି ଘର କଳି ଏବେ…

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ସମରସଜ୍ଜା, ନେତାଙ୍କୁ ଘରଭଡା ଚିନ୍ତା

ଭୁବନେଶ୍ୱର : ପଞ୍ଚାୟତ ନିର୍ବଚନ ଠିକଣା ସମୟରେ ହେବାନେି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରିବାପରେ ଏବେ ଗାଁ ଗାଁରେ ରାଜନୀତି ବିଗୁଲ ବାଜିବା ସହିତ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଡେରା ପକାଇବା ଆରମ୍ଭ କରିଛନ୍ତି । ଅବଶ୍ୟ ଏ କ୍ଷେତ୍ରରେ କଂଗ୍ରେସ ଠାରୁ ବିଜେପି ଓ ବିଜେଡି ଢେର…