ପାଣି ପାଣି ତାମିଲନାଡ଼ୁ
ଚେନ୍ନାଇ: ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ତାମିଲନାଡୁ। ପାଣିପାଗ ବିଭାଗ କହିବାନୁଯାୟୀ, ଚେନ୍ନାଇ, ତିରୁବଲ୍ଲୱେର, କାଞ୍ଚିପୁରମ ଏବଂ ତିରୁଓ୍ଵନମଲାଇ ସହିତ ପଡୁଚେରୀରେ ମଧ୍ୟ ବର୍ଷା ସତର୍କତା ଜାରି କରାଯାଇଛି। ଲଗାତାର ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଣିପାଗ!-->…