Odia News Portal
Browsing Tag

Hospital

ନୟାଗଡ ହସ୍ପିଟାଲରେ ନବଜାତକ ଶିଶୁ ନିଖୋଜ ଘଟଣା

ନୟାଗଡ ମେଡିକାଲରେ ନବଜାତକ ଶିଶୁ ନିଖୋଜ ଘଟଣାରେ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶାକର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁଙ୍କ ସ୍ତ୍ରୀ ଜଲି ଗତ ୨୮ତାରିଖ ଦିନ ପ୍ରସବ ପାଇଁ ଆଶାକର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି…

ଖୋଲିଲା ପ୍ରଥମ ଗୋ ହସ୍ପିଟାଲ

ମଣିଷ ମାନଙ୍କ ପାଇଁ ଏବଂ ପଶୁପକ୍ଷୀ ମାନଙ୍କ ପାଇଁ ହସ୍ପିଟାଲ ରହିଥାଏ । ତେବେ ଉତ୍ତର ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଏକ ଗୋ ହସ୍ପିଟାଲ ଖୋଲିଛି । ଆସାମରେ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ଏହି ଗୋ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ୧୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୋ ହସ୍ପିଟାଲ ନିର୍ମାଣ…

ଘରୋଇ ହସପିଟାଲ ପାଇଁ ଆଡଭାଇଜରୀ ଜାରି

ଭୁବନେଶ୍ୱର() ରାଜ୍ୟ ସରକାର ପୁଣି ଘରୋଇ ହସପିଟାଲ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । କେବଳ ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ନୁହଁ, ଏଣିକି ରାଜ୍ୟର ଘରୋଇ ହସପିଟାଲ ଗୁଡିକ ମଧ୍ୟ କରୋନା ସଂକ୍ରମିତଙ୍କୁ ଚିିକିତ୍ସା ଯୋଗାଇଦେବେ । ୩୦ରୁ ଅଧିକ ଶଯ୍ୟା ବ୍ୟବସ୍ଥା ଥିବା ଘରୋଇ ହସପିଟାଲ…

ଘରୋଇ ଡାକ୍ତରଖାନା ପାଇଁ ଗାଇଡ଼ଲାଇନ

ଭୁବନେଶ୍ବର() ଘରୋଇ ଡାକ୍ତରଖାନା  ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି । ଗାଇଡ଼ଲାଇନ ଅନୁସାରେ ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରହିବ । ଏହାସହ ମାସ୍କ ପିନ୍ଧିବା ଓ ହାତ ଧୋଇବାର ଉତ୍ତମ ବ୍ୟବସ୍ଥା କରାଯିବ । ରକ୍ତଚାପ ଯାଞ୍ଚ ମେସିନ,…

ଏହି ୪ଟି ହସ୍ପିଟାଲକୁ ନଆସିବା ପାଇଁ ପରାମର୍ଶ

କଟକ() ରାଜ୍ୟରେ ଦିନୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟର କଟକ ସହରରରେ ମଧ୍ୟ ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକ ନଥିଲେ କଟକର ଏହି ୪ଟି ହସ୍ପିଟାଲକୁ ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ୪ଟି…

ଘରୋଇ ହସ୍ପଟାଲକୁ ରାଜ୍ୟ ସରକାରଙ୍କ ତାଗିଦ

ଭୁବନେଶ୍ବର() ଘରୋଇ ହସ୍ପଟାଲକୁ ରାଜ୍ୟ ସରକାରଙ୍କ ତାଗିଦ । କରୋନା ଲକ୍ଷଣ ନଥିଲେ ଟେଷ୍ଟିଂ ପାଇଁ ବାଧ୍ୟ କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ଡାଇଲେସିସ, କେମୋ ସମେତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ, କ୍ଲିନିକ୍‌ ଟେଷ୍ଟ ପାଇଁ ବାଧ୍ୟ କରୁଥିବାର ଅଭିଯୋଗ ପରେ ସ୍ୱାସ୍ଥ୍ୟ…