Odia News Portal
Browsing Tag

ICC

ଗାଙ୍ଗୁଲିଙ୍କୁ ଗୁରୁ ଦାୟିତ୍ୱ ଦେଲା ଆଇସିସି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଗୁରୁ ଦାୟିତ୍ୱ ଦେଇଛି ଆଇସିସି । ଅନିଲ କୁମ୍ବଲେଙ୍କ ସ୍ଥାନରେ ଆଇସିସି ଅଧ୍ୟକ୍ଷ ହୋଇଛନ୍ତି ସୌରଭ । ୩ଟି ଟର୍ମରେ ୯ ବର୍ଷ ଧରି ଏହି ପଦରେ ରହିଥିଲେ ଅନିଲ । ତେବେ ଆଜି ତାଙ୍କ ସ୍ଥାନରେ…

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ବ୍ୟାଟିଂ ଓ ବୋଲିଂ ମାନ୍ୟତା, ଜାଣନ୍ତୁ କିଏ କେତେ ନମ୍ବର ସ୍ଥାନରେ ରହିଲେ

ଦୁବାଇ: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ୯୧୬ ପଏଣ୍ଟ ସହ ଆଇସିସି ଟେଷ୍ଟ ମାନ୍ୟତାର ନଂ୧ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୨ୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ । ସେ ୯୦୧ ପଏଣ୍ଟ ପାଇଛନ୍ତି । ଭାରତ ବିପକ୍ଷ…

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ମାନ୍ୟତା, ଜାଣନ୍ତୁ କେଉଁ ଖେଳାଳୀ କେତେ ନମ୍ବର ସ୍ଥାନରେ ରହିଛନ୍ତି

ନୂଆଦିଲ୍ଲୀ: ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଓପନର୍ କେ.ଏଲ୍ ରାହୁଲଙ୍କୁ ବଡ଼ ଲମ୍ଫ ଦେଇଛନ୍ତି। ରାହୁଲ ୧୯ଟି ସ୍ଥାନ ଉଠି ୩୭ତମ ସ୍ଥାନକୁ ଉନ୍ନୀତ କରିଛନ୍ତି ଜ୍ଝ ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏକ ଚମତ୍କାର ଶତକ ଯୋଗୁଁ ରାହୁଲଙ୍କ…

ପ୍ରକାଶ ପାଇଲା ଆଇସିସି ମାନ୍ୟତା, କୋହଲି ଏହି ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟତମ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଛନ୍ତି। ତେବେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ କେ.ଏଲ୍. ରାହୁଲ ଗୋଟିଏ ସ୍ଥାନ ଉପରକୁ ଉଠି ୬ରେ ପହଞ୍ଚିଛନ୍ତି। ଟି-୨୦ ବ୍ୟାଟିଂ ମାନ୍ୟତା ତାଲିକାରେ ଇଂଲଣ୍ଡର ଡାୱିଡ୍…

ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ର।ଙ୍କିଙ୍ଗ, ଜାଣନ୍ତୁ ବିରାଟ କୋହଲି କେତେ ନମ୍ବର ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶ ପାଇଛି ଆଇସିସିର ବ୍ୟାଟିଂ ର।ଙ୍କିଙ୍ଗ । ପୁଣିଥରେ ସ୍ମିଥଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲୋସ୍କୋରିଂ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ୱିଲିୟମସନ ୯୦୧ ପଏଣ୍ଟ ପାଇ ୧…

ICCକୁ ଗାଭାସ୍କରଙ୍କ ପରାମର୍ଶ, WTC ଫାଇନାଲ ମ୍ୟାଚ ଡ୍ର ହେଲେ ନିଅନ୍ତୁ ଏହି ନିଷ୍ପତି

ସାଉଥମ୍ପଟନ୍‌: ବିଶ୍ୱ ଶେଷ୍ଟ ଚାମ୍ପିୟନସିପର ଆଜି ହେଉଛି ଅନ୍ତିମ ଦିବସ । ଖେଳ ଆରମ୍ଭ ଦିନରୁ ବର୍ଷା ବାଧକ ସାଜିଛି । ପ୍ରଥମଥର ଲାଗି ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି ଆଇସିସି । ତେବେ ଲଗାତାର ବର୍ଷା ପ୍ରଭାବରୁ ଖେଳ ହେଉନାହିଁ । ତେବେ ଫାଇନାଲ ମ୍ୟାଚ ଡ୍ର ହେବା ଏକପ୍ରକାର…