ଉତ୍ସାହର ସହିତ ଭାରତ ପାଳନ କରୁଛି ୭୯ତମ ସ୍ବାଧୀନତା ଦିବସ
ଭାରତ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଗାଁରୁ ସହର ପର୍ଯ୍ୟନ୍ତ ସବୁଠାରେ ଉତ୍ସାହ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରୁଛନ୍ତି। ସ୍ୱାଧୀନତାର ଉତ୍ସବକୁ ଦୃଷ୍ଟିରେ ରଖି, ସାରା ଦେଶରେ ସୁରକ୍ଷା…