Odia News Portal
Browsing Tag

international womens day

ଗୀତରେ ଗୀତରେ “ନାରୀ”

ପୃଥିବୀ ଗୋଟେ ବନ୍ଧନ । ଏଠି ଗଛ ମାଟିରେ ବନ୍ଧା, ଚଢେଇ ବି ଆକାଶରେ, ମାଛ ପାଣିରେ ଆଉ ମୁଁ ନାରୀ ସଂସାରରେ । ନାରୀର ଏଇ ସଂସାରର ଯାତ୍ରା - କିଶୋର ରୁ ଯୌବନ, ଆଉ ଯୌବନରୁ ପରିପକ୍ଵ ବୟସ ଯାଏ ଏହି ଗୀତରେ ଉପସ୍ଥାପନା କରାଯାଇଛି । ନୂଆ ମଣିଷକୁ ସଂସାରକୁ ଆଣେ ନାରୀ । ଜୀବନକୁ ପ୍ରତି…

ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସାରା ରାଜ୍ୟରେ ପାଳିତ ହେଉଛି ମହିଳା ଦିବସ । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ପାଳିତ ହେଉଛି ମହିଳା ଦିବସ । ଏବଂ ମହିଳା ମାନଙ୍କ ଭୂମିକାକୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଥିଲେ । ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଛି…

ଆନ୍ତର୍ଜାତିକ ମହିଳା ଦିବସ: ସୋଆରେ ସ୍ୱତନ୍ତ୍ର ଉତ୍ସବ ପାଳିତ

ଶିକ୍ଷା ଓ ଅନୁସନ୍ଧାନ(ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି । ସୋଆର ଉପସଭାପତି ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା ଉପାସନା ନାୟକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ମହିଳା ଦିବସର…

ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ୨୦ଫୁଟ ଓସାର ଓ ୮ ଫୁଟ ଉଚ୍ଚତାର ବାଲୁକା କଳା

ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ । ମହିଳା ଦିବସ ପାଳନ କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି…

ମହିଳା ଦିବସରେ ଆଣ୍ଟି-ରୋମିଓ ସ୍କ୍ୱାଡ୍ ଆରମ୍ଭ

ସୁନ୍ଦରଗଡ଼: ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ପୋଲିସଙ୍କୁ ଉତ୍ସାହିତ । ସେମାନେ ନିଜକୁ, ପରିବାରକୁ ଏବଂ ସମୁଦାୟ ସମାଜକୁ ମଜବୁତ କରିଛନ୍ତି |ଏହି ଅବସରରେ ସୁନ୍ଦରଗଡ ପୋଲିସ ପୋଲିସ ଡାକ୍ତରଖାନାରେ ରକ୍ତଦାନ…