Odia News Portal
Browsing Tag

jacklin

୧୦ କୋଟିର ଗିଫ୍ଟ

ବଢିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । କୋଟି କୋଟି ଟଙ୍କାର ଅର୍ଥ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର, ଅଭିନେତ୍ରୀ ଜ୍ୟାକଲିନଙ୍କୁ ଦେଇଥିଲେ ଅଦ୍ଭୁତ ଉପହାର । ଏହା ମଧ୍ୟରେ ଥିଲା ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ପାର୍ସୀ ବିଲେଇ ।…

ଟଙ୍କା ହେରଫେର ମାମଲାରେ ଫସିଲେ ଜ୍ୟାକଲିନ୍

ମୁମ୍ବାଇ: ସିଂହଳି ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ ମନି ଲଣ୍ଡ୍ରିଂ ମାମଲାରେ ଫସିଛନ୍ତି । ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଭେଟିଛି । ପ୍ରାୟ ୫ ଘଣ୍ଡା ହେଲା ଇଡି ପଚରାଉଚରା କରୁଥିବାର ସୁଚନା ମିଳିଛି । ତେବେ କେବଳ ଜ୍ୟାକଲିନ ନୁହନ୍ତି ଏହା ପୂର୍ବରୁ ଇଡି…