Odia News Portal
Browsing Tag

Jagannath temple

ଜଗା ଦର୍ଶନ ପାଇଁ କାନ୍ଦିଲେ ଲକ୍ଷ୍ମୀ

ପୁରୀ: ଜଗନ୍ନାଥଙ୍କୁ ଟିକେ ଆଖିଭରି ଦେଖିବା ପାଇଁ କାନ୍ଦିଲେ ଲକ୍ଷ୍ମୀ| ଆଜି ଶ୍ରୀମନ୍ଦିର ସମ୍ମୁଖରେ କିଛି ଏପରି କହି କାନ୍ଦୁଥିଲେ ଲକ୍ଷ୍ମୀ | ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ଆସି ପହଞ୍ଚିଲିଣି…

ଆଜି ଭଡ଼ାଟିଆ ଓ କର୍ମଜୀବୀଙ୍କ ଜଗା ଦର୍ଶନ

ପୁରୀ: ଆଜିଠାରୁ ଭଡ଼ାଟିଆଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି ଜଗା ଦର୍ଶନ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି…

ଶ୍ରୀମନ୍ଦିରରେ ପଶି ୪ ସ୍ୱାସ୍ଥ୍ୟକର୍ମୀ ଚାକିରୀରୁ ବିଦା

ଡ୍ୟୁଟିରେ ଥାଇ ଜଗା ଦର୍ଶନ ପଡ଼ିଲା ମହଙ୍ଗା |୪ ଜଣ ସ୍ୱାସ୍ଥ୍ୟକର୍ମୀ ଚାକିରୀରୁ ବହିଷ୍କୃତ । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣାକୁ ଉଲଂଘନ କରି ଗତ ୨୭ ତାରିଖରେ ଡ୍ୟୁଟିରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରି…

ଭକ୍ତକୁ ଦର୍ଶନ ଦେବେ ଭକ୍ତର ଭଗବାନ,୨୩ରୁ ଖୋଲିବ ଶ୍ରୀମନ୍ଦିର

ଆସନ୍ତା ୨୩ ତାରିଖରୁ ପୁରୀବାସୀଙ୍କୁ ମିଳିବ ଜଗା ଦର୍ଶନ । ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥଲେ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାର ଜିଲ୍ଲା ପ୍ରଶାସନ…