Odia News Portal
Browsing Tag

Jagannath temple

ଆଜିଠୁ ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର

ଭକ୍ତଙ୍କ ପାଇଁ ଖୁସି ଖବର । ଆଜିଠୁ ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର । କୋଭିଡ୍‌ ପାଇଁ ଦୀର୍ଘ ୨ ବର୍ଷ ହେବ ଦର୍ଶନରେ କଟକଣା ଥିଲା । ପୂର୍ବରୁ ସପ୍ତାହରେ ୬ ଦିନ ମହାପ୍ରଭୁଙ୍କ ଦର୍ଶନ ଅନୁମତି ଥିଲା । କୋଭିଡ୍‌ କଟକଣା ଯୋଗୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହ ମନ୍ଦିର…

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା: ମହାସ୍ନାନ କଲେ ଶ୍ରୀଜିଉ, ନୀତି ସାମାନ୍ୟ ବିଳମ୍ବ

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା। ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଯାହାଦ୍ବାରା ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ପ୍ରଦାନ…

ଆଜିଠୁ ମିଳିବ ଜଗା ଦର୍ଶନ

ଆଜିଠୁ ଖୋଲିଲା ଶ୍ରୀମନ୍ଦୀର , ଭକ୍ତଙ୍କୁ ମିଳିଲା ଜଗା ଦର୍ଶନ । ଶ୍ରୀଜିଉଙ୍କୁ ଦର୍ଶନ କରି ଧନ୍ୟ ହୋଇଯାଉଛି ଭକ୍ତଙ୍କ ନୟନ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦୁଇ ଡୋଜ ଟିକାକରଣର ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ କିଓସ୍କରେ…

ଖୋଲିବ ଶ୍ରୀମନ୍ଦୀର

ଖୋଲିବ ଶ୍ରୀମନ୍ଦିର । କୋଭିଡ୍ ସଂକ୍ରମଣ ଆଶଙ୍କାରେ ବନ୍ଦ ଥିବା ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସି ଆଲୋଚନା କରାଯିବ। ଆଜି ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଭିଡିଓ କନଫେରେନସିଂ ମାଧ୍ୟମରେ…

କରୋନା କଟକଣା ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଦୀର୍ଘ ଚାରି ମାସ ପରେ ଗତକାଲି ଠାରୁ ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । ଶ୍ରୀମନ୍ଦିରରେ ଜଗା ଦର୍ଶନ କରୁଛନ୍ତି ସର୍ବସାଧାରଣ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡରେ ବ୍ୟାରିକେଡ୍…

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଗୋବିନ୍ଦା

ପୁରୀ: ବଲିଉଡ ଫିଲ୍ମ ଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କ ଅତି ନିକଟକୁ ଯାଇ ଦର୍ଶନ କରି ବିମୁଗ୍ଧ ହୋଇ ଯାଇଥିଲେ ଗୋବିନ୍ଦା । ତେବେ ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କୁ ଦୈବୀ କୃପା ମିଳିଛି ବୋଲି ସେ କହିଛନ୍ତି…

ମହାବାହୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଳବଣିଆ ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଯାଇ ପହଞ୍ଚିଛନ୍ତି । କରୋନା ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ…

ବାଇ-ଲ ପ୍ରତ୍ୟାହାର ପାଇଁ କ୍ରିଷନ କୁମାରଙ୍କ ଚିଠି

ପୁରୀ: ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ନୂଆ ବାଇ-ଲ ବା ଉପନିୟମ ଆଣିବାକୁ କହିବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି , ଏହି ପ୍ରସଙ୍ଗ…