Odia News Portal
Browsing Tag

jaleswar

ଜବତ ହୋଇଛି ୪୦ ଲକ୍ଷ ଟଙ୍କାର ଧଳା ଜହର

ଜଳେଶ୍ୱର:୪୦ ଲକ୍ଷର ଧଳା ଜହର ଜବତ । ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୪୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏସଟିଏଫ୍, ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉରେ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଏହାସହ ଜଣେ ବେପାରୀକୁ ଗିରଫ କରିଛି ପୋଲିସ । ଗତ ୫ ମାସ…

୨ କୋଟି ଟଙ୍କାର ଧଳାଜହର ଜବତ

ଜଳେଶ୍ୱର : ୨ କୋଟି ଟଙ୍କାର ଧଳାଜହର ଜବତ । ଜଣେ ମହିଳାଙ୍କ ସମେତ ୨ଜଣ ମାଫିଆ ଗିରଫ । ଜଳେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ୨ କେଜି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଜଣେ ମହିଳାଙ୍କ ସହ…

ପୁଣି ୩୫୦ ଗ୍ରାମର ବ୍ରାଉନସୁଗାର ଜବତ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ୨ଟି ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ । ଝାଡେଶ୍ଵରପୁର ଓ ରାଜପୁର ଅଞ୍ଚଳରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ। ଏହା ସହ ଜଣେ ମହିଳା ସମେତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକମାନେ ହେଲେ ସେକ ଭିକାରୀ, ସେକ ରାଜା, ସେକ ମମତାଜ। ବିଶେଷ…

ଜଳେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର: ଦିନକୁ ଦିନ ବାଲେଶ୍ୱର ଜିଲ୍ଲାରେ ବଢ଼ିବାକୁ ଲାଗିଛି ନିଶା କାରବାର । ବିବାଦର ଆଗରେ ଖବର କାଗଜର ଫ୍ରଣ୍ଟ ପେଜରେ ସବୁବେଳେ ରହୁଛି ବାଲେଶ୍ୱର ଜିଲ୍ଲାର ନିଶା କାରବାର ଖବର । ତେବେ ଆଜି ପୁଣି ଜଳେଶ୍ୱର ଅଞ୍ଚଳରୁ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା…