Odia News Portal
Browsing Tag

jharsuguda

ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ । ବିଜୁ ଜନତା ଦଳରେ ମିଶିଲେ ୧୦୦ରୁ ଉର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀ । ଝାରସୁଗୁଡା କାଳିବାଡି ସ୍ଥିତ ବିଜେଡି କାର୍ୟ୍ୟାଳୟରେ ହୋଇଛନ୍ତି ସାମିଲ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ…

ଆଜି ଝାରସୁଗୁଡ଼ାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିବା ବହୁ ପ୍ରତୀକ୍ଷିତ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ଯୋଜନାରେ ଆଜି ଠାରୁ ଝାରସୁଗୁଡା ଜିଲ୍ଲା ସାମିଲ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହାର ଶୁଭାରମ୍ଭ କରିବେ । ଏହି ଅବସରରେ ଝାରସୁଗୁଡାର ବହୁ…

ଘର ଭିତରୁ ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଅଭାବନୀୟ ଘଟଣା । ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ୨୮ ବର୍ଷୀୟା ମହିଳାଙ୍କ ସମେତ ୫ ଓ ୩ ବର୍ଷର ଦୁଇ ଝିଅଙ୍କ ମୃତଦେହ ଠାବ କରାଯାଇଛି । ଝାରସୁଗୁଡ଼ା ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ା ଘରୁ ମିଳିଛି ମୃତଦେହ । ଘରୁ ମୃତଦେହ ଉଦ୍ଧାର କରି ଘଟଣାର ଛାନଭିନ୍…

୩୨୦ କୋଟି ଟଙ୍କାର ଜିଏସଟି ଠକିଥିଲେ, ବନ୍ଧାହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା: ଜିଏସଟି ଠକେଇରେ ବନ୍ଧା ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଝାରସୁଗୁଡା ଟାଉନ ଥାନା ସରବାହାଲ ଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି ସମ୍ବଲପୁର ସିଟି ପୋଲିସ ଓ ଜିଏସଟି…

ଝାରସୁଗୁଡ଼ାରେ ସେକ୍ସ ରାକେଟ୍ ଠାବ

ଝାରସୁଗୁଡ଼ା: ଲକଡାଉନରେ ସକ୍ରିୟ ଅଛନ୍ତି ଦେହ ବ୍ୟବସାୟୀ । ବାହାରେ ହୋଟେଲ ଓ ଲଜ ଲେଖାଯାଇଥିବା ବେଳେ ଭିତରେ ଚାଲିଥିଲା ସେକ୍ସ ରାକେଟ୍ । ପୋଲିସ ଖବର ପାଇବା ପରେ ଚଢ଼ାଉ କରିଥିଲା । ଝାରସୁଗୁଡ଼ା ସଦର ଥାନା ପଞ୍ଚପଡ଼ା ବାଇପାସରେ ଶିବଶକ୍ତି ଲଜରେ ସେକ୍ସ ରାକେଟ ଚାଲିଥିଲା । ପୋଲିସ ଚଢ଼ାଉ କରି…

ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ମାତ୍ର ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା କଲା ଦୁର୍ବୁତ୍ତ । ମୃତକଙ୍କ ଭାଇଙ୍କ କହିବା ହେଲା ସାହିର ଜଣେ ବ୍ୟକ୍ତି ହଠାତ୍ ଘର ଭିତରକୁ ପଶିଆସି ଡକ୍ଟର ଧୃବରାଜ ନାଏକଙ୍କ ସ୍ତ୍ରୀ ଓ ଝିଅଙ୍କୁ ଶହେ ଟଙ୍କା ମାଗିଥିଲା । ସେମାନେ ପଇସା…

୧୯ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ଝାରସୁଗୁଡା: ଦୀର୍ଘ ୯ ମାସ ଧରି ସ୍କୁଲ ବନ୍ଦ ରହିବା ପରେ ଗତ ୮ ତାରିଖରୁ ଖୋଲିଥିଲା ସ୍କୁଲ। ହେଲେ ୫ ଦିନର ପାଠପଢ଼ା ମଧ୍ୟରେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ୍‌ର ୩ଟି ହାଇସ୍କୁଲରୁ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । କେଜିପି ସରକାରୀ ହାଇସ୍କୁଲ , ହେମସାଗର…