Odia News Portal
Browsing Tag

Jio

‘ଜରୁରୀ କାଳୀନ ଡାଟା ଋଣ’ ସୁବିଧାର ଶୁଭରାମ୍ଭ କଲା ଜିଓ

ମୁମ୍ବାଇ: ସବୁବେଳେ ଭିନ୍ନ ଭିନ୍ନ ରିଚାର୍ଜ ପ୍ଲାନ ଲାଗି ଟେଲିକମ ଜଗତରେ ଚର୍ଚ୍ଚାରେ ରହିଥାଏ ଜିଓ କମ୍ପାନୀ । ତେବେ ଏବେ ପୁଣି ଏକ ପ୍ଲାନ ଲାଗି ଚର୍ଚ୍ଚାର ପରିସର ଭିତରକୁ ଆସିଛି ଜିଓ । ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର‌୍ୟ୍ୟ ହାଇସ୍ପିଡ୍ ଡାଟା ଶେଷ…

୫ଜି ଲଞ୍ଚ କରିବ ଜିଓ !

ନୂଆଦିଲ୍ଲୀ() ଜିଓ ପ୍ଲାଟଫର୍ମ ସହ ଯୋଡ଼ି ହୋଇଛି ଗୁଗୁଲ । ଗୁଗୁଲ ଜିଓରେ ୩୩ହଜାର ୭୩୭ କୋଟି ନିବେଶ କରିବ । ଗୁଗୁଲ ଜିଓର ୭.୭% ଅଂଶଧନ କିଣିବ ବୋଲି ଅମ୍ବାନି କହିଛନ୍ତି । ଏପର୍ଯ୍ୟନ୍ତ ଜିଓରେ ୨.୧୨ ଲକ୍ଷ କୋଟି ଟଙ୍କା ନିବେଶ ହୋଇସାରିଛି । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୩ତମ ବାର୍ଷିକ ବୈଠକ…

ଜିଓ ପ୍ଲାଟଫର୍ମସରେ ପୁଞ୍ଜିନିବେଶ କରିବ ଇଣ୍ଟେଲ୍ କ୍ୟାପିଟାଲ୍

ଭୁବନେଶ୍ୱର()  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ…

ରିଲାଏନ୍ସ ଜିଓର ବଡ ଘୋଷଣା, ଏଣିକି ATMରୁ କରିପାରିବେ ଫୋନ୍ ରିଚାର୍ଜ

ନୁଆଦିଲ୍ଲୀ () ରିଲାଏନ୍ସ ଜିଓ ଘୋଷଣା କରିଛି କି ଏବେ ୟୁଜର୍ସ ଏଟିଏମରୁ ମୋବାଇଲ ରିଚାର୍ଜ କରିପାରିବେ । କମ୍ପାନୀ କହିଛି କି ଜିଓ ସିମ୍ ୟୁଜର୍ସ ନିଜ ନିକଟସ୍ଥ ଏଟିଏମକୁ ଭିଜିଟ୍ କରି ଫୋନ୍ ରିଚାର୍ଜ କରିପାରିବେ । ରିଲାଏନ୍ସ ଜିଓ ଏହି ସର୍ଭିସ୍ ପାଇଁ ସମୁଦାୟ ୯ ବ୍ୟାଙ୍କ୍ସ ସହିତ…

ଲକଡାଉନ ବେଳେ ଜିଓର ବଡ ଘୋଷଣା

ଲକ ଡାଉନ କାରଣରୁ ଅଧିକାଂଶ ଲୋକଙ୍କୁ ପୁରା ଦିନ ନିଜ ଘରେ ହିଁ ରହିବାକୁ ପଡୁଛି । ଅନ୍ୟ ପକ୍ଷରେ କେତେକ ଲୋକଙ୍କୁ ନିଜ ଘରୁ ହିଁ ଅଫିସ କାମ କରିବାକୁ ପଡୁଛି । ଏହି ସମୟରେ ସବୁଠୁ ବଡ ଅସୁବିଧା ହେଉଛି ଇଣ୍ଟରନେଟ ସୁବିଧାକୁ ନେଇ । ମାତ୍ରାଧିକ ବ୍ୟବହାର କାରଣରୁ ସମୟ ପୂର୍ବରୁ ହିଁ ଡାଟା…

ଜିଓର ବଡ ଘୋଷଣା, ଗ୍ରାହକଙ୍କ ପାଇଁ ଆଣିଲା ଶସ୍ତା ପ୍ଲାନ୍

ନୂଆଦିଲ୍ଲୀ() ପୁଣି ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଲା ନୂଆ ଏବଂ ଶସ୍ତା ପ୍ଲାନ୍ । ୧୨୯ ଟଙ୍କିଆ ପ୍ଲାନ୍ ଆଣିଛି ଜିଓ । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ବୈଧତା ମିଳିବ । କଲିଂ ପାଇଁ ଏହି ପ୍ଲାନରେ ଜିଓ ଟୁ ଜିଓ ଅନଲିମିଟେଡ୍ କଲିଂର ଫାଇଦା ମିଳିବ । ଯଦି ଗ୍ରାହକ ଅନ୍ୟ…

ପୁଣି ଜିଓ କଲା ବଡ ଘୋଷଣା, ମାଗଣା କଲ୍ ସହ ୨ଜିବି ଡାଟା

ନୂଆଦିଲ୍ଲୀ() ଗ୍ରାହକମାନଙ୍କ ପାଇଁ ଏକ ଜବରଦସ୍ତ ପ୍ଲାନ ଆଣିଛି ଜିଓ । ଜିଓ ଆପଣମାନଙ୍କ ପାଇଁ ଏହି ଦମ୍ଦାର ପ୍ଲାନ ଆଣିଛି । ଏହି ପ୍ଲାନ ଦ୍ବାରା ଗ୍ରାହକମାନେ ଶସ୍ତାରେ କଲ୍ ଦର, ମୋବାଇଲ ଡାଟା, ମାଗଣା ବିଭିନ୍ନ ଆପ୍ର ସବସ୍କ୍ରିପସନ ସାମିଲ ରହିଛି । ୯୮ଟଙ୍କିଆ ଜିଓ ପ୍ଲାନର ବୈଧତା ୨୮ଦିନ…

ପ୍ରଥମ ସ୍ଥାନରେ ରିଲାଏନ୍ସ ଜିଓ

ନୂଆଦିଲ୍ଲୀ () ତିନି ବର୍ଷ ପରେ ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ ଦୂରସଂଚାର କଂପାନୀ । ଟ୍ରାଇ ଦ୍ୱାରା ୨୦୧୯ ଜାରି କରାଯାଇଥିବା ତାଲିକାର ଶୀର୍ଷରେ ରହିଛି ରିଲାଏନ୍ସ ଜିଓ । ଦ୍ୱିତୀୟ ସ୍ଥାନରେ ଏୟାରଟେଲ ଥିବା ବେଳେ ତୃତୀୟ ସ୍ଥାନକୁ ଖସିଆସିଛି ଭୋଡାଫୋନ ଆଇଡିଆ । ରିପୋର୍ଟ ଅନୁସାରେ…

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ() ଜିଓ ଆଣିଲା ଖୁସି ଖବର। ଗ୍ରାହକଙ୍କୁ ୩୦ ମିନିଟର ଫ୍ରି ଟକ ଟାଇମ୍ ଦେବା ଆରମ୍ଭ କରିଛି କଂପାନୀ । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ୩୦ ମିନିଟର ମାଗଣା ଟକ୍ ଟାଇମ୍ ଦେବାକୁ ଘୋଷଣା କରିଛି କଂପାନୀ ।ତେବେ ଜିଓର ଏହି ଲିମିଡେଟ୍ ପରିୟଡ…

ଜିଓ ଛାଡିଲା ହାତ,ଏବେ ଫ୍ରି କଲ ସୁବିଧା ଦେବେ ଏହିସବୁ କମ୍ପାନୀ

ବୁଧବାର ଜିଓ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବାକୁ ହେଲେ ଅର୍ଥ ଦେବାକୁ ଘୋଷଣା କରିଥିଲା। ଏହି ଘୋଷଣା ପରେ ଏବେ ଗ୍ରାହକ ଜିଓ ନେଟ୍‌ଓ୍ଵାର୍କକୁ ଗୁଡ୍‌ ବାଏ କହିବାକୁ ସଜବାଜ ହେଉଥିବା ବେଳେ ଗ୍ରାହକଙ୍କୁ ଟିକେ ଆଶ୍ୱସ୍ତ କରିଛନ୍ତିି ଭୋଡାଫୋନ୍‌-ଆଇଡିଆ। ଗୁରୁବାର ଭୋଡାଫୋନ୍‌ ଆଇଡିଆ…