Odia News Portal
Browsing Tag

kangana ranawat

କଙ୍ଗନାଙ୍କ ମନ୍ତବ୍ୟ କେତେ ଦୂର ଠିକ୍?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବା ପରେ ସେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଦିଲ୍ଲରୁ ପଲ୍ଲୀ ସବୁଠି ତର୍କ ବିତର୍କ ଆରମ୍ଭ ହୋଇଯାଇଛି । କଙ୍ଗନା ଶନିବାର ସାକ୍ଷାତକାରରେ କହିଥିଲେ ଭାରତ ୧୯୪୭ରେ…

କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଚାଲିବ ମାମଲା । ଆଜି ଏନେଇ ସୂଚନା ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜାଭେଦଙ୍କ ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଛି । ଜାଭେଦ…

ଫିଲ୍ମ ‘ଥଲାଇଭି’ ରିଲିଜ୍ ପୂର୍ବରୁ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କଙ୍ଗନା ରଣାୱତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ତାଙ୍କ ଫିଲ୍ମ ‘ଥଲାଇଭି’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । କଙ୍ଗନାଙ୍କ ଏହି ଫିଲ୍ମଟି ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ । ଯାହା ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟିକୁ ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହ ଅନେଇ ବସିଛନ୍ତି ।…

କଙ୍ଗନାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ଜାଭେଦ ଅଖତର

ମୁମ୍ବାଇ: ପୁଣି ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୟତ । ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗୀତିକାର ଜାଭେଦ କର । ଅଭିନେତ୍ରୀ କଙ୍ଗନାଙ୍କ ଓକିଲ ୨୮ ଜୁନରେ ଜାଣିଶୁଣି ବମ୍ବେ ହାଇକୋର୍ଟରେ ତାଙ୍କ ପାସପୋର୍ଟ ରିନ୍ୟୁ କରିବା ପାଇଁ ନିଜ ପକ୍ଷରେ ଆଦେଶପ୍ରାପ୍ତ…

ରୋହିତଙ୍କୁ ଜବାବ ଦେଇ ଅଡ଼ୁଆରେ କଙ୍ଗନା

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ କଙ୍ଗନାଙ୍କୁ ଝଟକା | ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦରେ ରହୁଥିବା କଙ୍ଗନା ରଣାୱତ ଏବେ ଚାଷୀ ଆନ୍ଦୋଳନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କୃଷକଙ୍କ ସପକ୍ଷରେ ଆମେରିକାର ପପ୍ ଗାୟିକା ରିହାନାଙ୍କ ଟ୍ୱିଟ୍ ପରେ ଏବେ ଟ୍ୱିଟ୍‌ରରେ ଏକ ପ୍ରକାରର…