Odia News Portal
Browsing Tag

Kerala

ବାପାଙ୍କୁ ଯକୃତର କିଛି ଅଂଶ ଦାନ କରି ଝିଅ ବନିଲେ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ

ବାପାଙ୍କୁ ଯକୃତ୍‌ର (ଲିଭର୍‌) କିଛି ଅଂଶ ଦେଇ କେରଳର ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ ହୋଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ନାବାଳକମାନଙ୍କୁ ଅଙ୍ଗଦାନ କରିବାକୁ ଦେଶର ଆଇନ ଅନୁମତି ଦେଉ ନ ଥିବାରୁ ଦେବନନ୍ଦା ନାମ୍ନୀ ସେ ଦ୍ବାଦଶ ଶ୍ରେଣୀର ଛାତ୍ରୀ କେରଳ…

ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଏବେ ରାଜନୀତିକୁ କଲେ ବାଏ ବାଏ ମେଟ୍ରୋ ମ୍ୟାନ୍

କେରଳର ପଲକ୍କଡ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଲଢିଥିବା ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍ ରାଜନୀତିରୁ ସନ୍ୟାସ ନେଇଛନ୍ତି । ଗୁରୁବାର ରାଜନୀତିକୁ ବାଏ ବାଏ କହିଛନ୍ତି ଦେଶରେ ମେଟ୍ରୋ ମ୍ୟାନ୍ ଭାବେ ପରିଚିତ ଶ୍ରୀଧରନ୍ । ରାଜନୀତିରୁ ସନ୍ୟାସ ନେବାପରେ ଶ୍ରୀଧରନ୍…

କେରଳରେ ଜଳ ପ୍ରଳୟ: ଆଖି ପିଛୁଳାକେ ଭାସିଗଲା କୋଠାଘର

ଥିରୁବନ୍ତପୁରମ୍: ଭଗବାନଙ୍କ ଘରେ ତ୍ରାହି ତ୍ରାହି । ଦେବଭୂମି କେରଳରେ ବର୍ଷା ଆଣିଛି ଜଳ ପ୍ରଳୟ । ଚାରିଆଡେ ବନ୍ୟା ବିଭୀଷିକା । ଅବିଶ୍ରାନ୍ତ ବର୍ଷାରେ ଘରଦ୍ୱାର ଭାସିଯିବା ସହ ଭାଙ୍ଗି ଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ଓ ଭୂସ୍ଖଳନ ନେଲାଣି ୨୦ରୁ ଅଧିକ ଜୀବନ । ବହୁ ନିଖୋଜ ଅଛନ୍ତି…

କେରଳ ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ଥିରୁବନ୍ତପୁରମ୍: କେରଳରେ ବର୍ଷା ବିତ୍ପାତ। କେରଳର ଅନେକ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାନୁସାରେ, ଆଜି କୋକ୍କାୟାରରେ ଭୂସ୍ଖଳନ ପରେ ୩ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହ ରାଜ୍ୟରେ ଏପର୍ୟ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।…

ଆଜିଠୁ ଖୋଲିବ ସାବରିମାଲା ମନ୍ଦିର

ଥିରୁବନ୍ତପୁରମ୍‌: ପାରମ୍ପରିକ ୫ ଦିନିଆ ମାସିକ ପୂଜନ ପାଇଁ ଆଜିଠୁ ଜୁଲାଇ ୨୧ ପର‌୍ୟ୍ୟନ୍ତ ଖୋଲିବ କେରଳର ସବରିମାଲାରେ ଭଗବାନ ଅୟପ୍ପାଙ୍କ ମନ୍ଦିର । ଟୀକାକରଣ ଉଭୟ ଡୋଜ ନେଇଥିବା ଏବଂ ଆରଟିପିସିଆର ଟେଷ୍ଟ ନେଗେଟଭ ରିପୋର୍ଟ ସହିତ ୫ ହଜାର ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି…

ନିର୍ବାଚନୀ ବିଗୁଲ୍: ମେ’ ୨ରେ ୪ ଟି ରାଜ୍ୟ ଫଳାଫଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା। ନିର୍ବାଚନ ଆୟୋଗ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆଜି ଏନେଇ ପ୍ରେସମିଟ୍ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ପୂର୍ବରୁ କୋଭିଡ…