Odia News Portal
Browsing Tag

Kotia

କୋଟିଆରେ ହେବ ନିର୍ବାଚନ

କୋଟିଆର ପଟାଙ୍ଗୀ ଜୋନ୍ ଓ୍ୱାନ୍ରେ ହେବ ନିର୍ବାଚନ । ଜିଲ୍ଲା ପରିଷଦ ନିର୍ବାଚନରେ ସର୍ଵଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ନିର୍ଦ୍ୱନ୍ଦ ଜିତେଇବା ଆଶା ଫେଲ ମାରିଲା । ସର୍ଵଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଟିକାଇ ଗେମେଲ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । ସର୍ଵଦଳୀୟ କମିଟି…

କୋଟିଆରେ ପ୍ରକଳ୍ପ ଭିତ୍ତି ପକାଇଲା ଆନ୍ଧ୍ର

କୋରାପୁଟ: କୋଟିଆରେ ଆନ୍ଧ୍ର ସରକାର ପୁଣି ଅନୁପ୍ରବେଶ କରିଛନ୍ତି । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଫଟୁସିନେରୀ ପଂଚାୟତ ଗୃହ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଭିତ୍ତି ସ୍ଥାପନ କରାଯାଇଛି । ଫଗୁ ସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର…

କୋଟିଆରେ ଲାଗିଲା ଓଡ଼ିଶାର ଫଳକ

କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି କଳହ । କୋଟିଆରେ ନିର୍ବାଚନ ହେବାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଫଳକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କୋଟିଆରେ ଆନ୍ଧ୍ର ଫଳକ ମାରିବା ପୂର୍ବରୁ ଓଡ଼ିଶା ତରଫରୁ ଫଳକ ଲଗାଗଲା। ଆନ୍ଧ୍ର ସହ ବିବାଦରେ…

କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ହେଲା ରଦ୍ଦ

କୋରାପୁଟ: କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ରଦ୍ଦ। କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଦ୍ର ହାଇକୋର୍ଟ । ନିୟମ ଅନୁଯାୟୀ ନିର୍ବାଚନ କରାଯାଇ ନଥିବାରୁ ନିର୍ବାଚନ ରଦ୍ଦ କରିଛନ୍ତି ହାଇକୋର୍ଟ । ନିର୍ବାଚନ ପାଇଁ ନିୟମ ଉଲ୍ଲଘଂନ ଅଭିଯୋଗ ନେଇ ଆନ୍ଧ୍ର…

କୋଟିଆ: ସରକାର ଲୋଡିଲେ ଆଇନଗତ ସହାୟତା

ଭୁବନେଶ୍ୱର: କୋଟିଆ ବିବାଦର ସମାଧାନ ପାଇଁ ସହାୟତା ଲୋଡିଲେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ସରକାର । ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ଆଇନଗତ ସହାୟତା…

ନବୀନଙ୍କ ଫୋକସରେ କୋଟିଆର ବିକାଶ

କୋଟିଆ: କୋଟିଆର ବିକାଶ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । କୋଟିଆର ବିକାଶ ପାଇଁ ସରକାର ନେଉଛନ୍ତି ବଡ଼ ପଦକ୍ଷେପ । ବିକାଶ ପଥରେ ସୀମାନ୍ତ କୋଟିଆ । ଆଜି ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର,…