Odia News Portal
Browsing Tag

latest odia news

କେନ୍ଦୁଝର ଧରଣୀଧର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ 

କେନ୍ଦୁଝରର ପୁରାତନ ଧରଣୀଧର ମହାବିଦ୍ୟାଳୟକୁ ମିଳିଛି ବିଶ୍ଵବିଦ୍ୟାଳୟର ମାନ୍ୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ଘୋଷଣା କରିଛନ୍ତି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବି ବିଜ୍ଞପ୍ତି ଜାରି ହୋଇଛି। କେନ୍ଦୁଝରର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଧରଣୀଧର…

ତୁର୍କୀ-ସିରିୟା ଭୂମିକମ୍ପ : ୫୦ ହଜାର ଟପିପାରେ ମୃତ୍ୟୁସଂଖ୍ୟା:

ତୁର୍କୀ - ସିରିୟାରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ଜାତିସଂଘ ରିଲିଫ୍ ମୁଖ୍ୟ ମାର୍ଟିନ୍ ଗ୍ରିଫିଥ୍ସ୍ ‘ସ୍କାଏ ନିଉଜ୍’କୁ କହିଛନ୍ତି।ଭୂମିକମ୍ପର ଉତ୍ପତ୍ତିସ୍ଥଳ ତୁର୍କୀର ଦକ୍ଷିଣାଞ୍ଚଳ ନଗରୀ କାହ୍ରାମାନମାରାସ୍ରେ ପହଞ୍ଚିବା…

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ବଡ ଫାଟ ପାଲଟିଛି ଚିନ୍ତାର କାରଣ

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ବଡ ବଡ ଫାଟ ଚିନ୍ତାର କାରଣ ପାଲଟିଛି । ପଥର ସନ୍ଧିରେ ଫାଟ ଏତେ ବଡ ହୋଇଛି ଯେ, ସେଥିରେ ସରୀସୃପ ବାସ କରୁଥିବା ଆଶଙ୍କା କରାଯାଉଛି । କେବଳ ଫାଟ ନୁହେଁ ଯେଉଁ ପ୍ରାଚୀନ ମୂର୍ତି ଲାଗିଛି, ତାହା ବି ଭାଙ୍ଗି ଝଡିପଡିଲାଣି । ହେଲେ ଏଥିପ୍ରତି…

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ । ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, କଟକରୁ ଗିରଫ ହୋଇଥିବା ଅବଦୁର ରେହମାନ ବେଆଇନ୍ ଭାବେ ପାକିସ୍ତାନ…

୧୩ରେ କ୍ୟାବିନେଟ୍, ୧୫ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଆସନ୍ତା ୧୩ ତାରିଖରେ (ସୋମବାର) ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହାସହ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ମଧ୍ୟ ବସିବ ବୋଲି ଜଣାପଡ଼ିଛି। ଫେବ୍ରୁଆରି ୨୧ରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ବଜେଟ୍‌ ଚିଠା ପ୍ରସ୍ତାବକୁ ଅନୁମୋଦନ କରିବା…

ଏହି ବ୍ୟକ୍ତି  ନିଜ ପରିସ୍ରା ପିଇ ବଞ୍ଚାଇଲେ ଜୀବନ

ତୁର୍କୀ ଏବଂ ସିରିଆରେ ୨୫ ହଜାରରୁ ଅଧିକା ଲୋକଙ୍କ ଜୀବନ ନେଇ ସାରିଲାଣି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ କ୍ରମଶଃ ବଢିବାରେ ଲାଗିଛି । ଏହା ସହ ଲୋକମାନେ ମଧ୍ୟ ବହୁତ କଷ୍ଟରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି । ସୂଚନା ମୁତାବକ, ଦିନକୁ ଦିନ ଏହି ଭୂକମ୍ପର ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଛି…

ରାଉରକେଲାରେ ଗଡ଼ିବ ବନ୍ଦେଭାରତ ଏକ୍ସପ୍ରେସ୍‌

ଉତ୍କଳ ଦିବସଠାରୁ ଓଡ଼ିଶାରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନ ଗଡ଼ିବ ବୋଲି କୁହାଯାଉଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ହାୱଡ଼ା-ପୁରୀ ମଧ୍ୟରେ ଚାଲିବ। ସମ୍ଭବତଃ ଏହି ଏକ୍ସପ୍ରେସ୍‌ ହାୱଡ଼ାରୁ ବାହାରି ଖଡ଼ଗପୁର-ବାଲେଶ୍ବର-ଭଦ୍ରକ-ଯାଜପୁର-କଟକ-ଭୁବନେଶ୍ବର ଦେଇ ପୁରୀରେ…

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହେଲା ପାଇକମାଳ ପ୍ରାଥମିକ…

ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ ହୋଇଛି।ପଦ୍ମପୁର ପାଇଁ ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି…

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ସରିଲା ଗୋପାଳର ନାର୍କୋ ଟେଷ୍ଟ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି। ଗୁଜରାଟର ଗାନ୍ଧିନଗରସ୍ଥିତ ଡିଏଫ୍ଏସରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ଏହି ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରାଯାଇଥିଲା।…

ନୱାଜ ଓ ପତ୍ନୀ ଆଲିଆ ବିବାଦ : ନୱାଜଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି ଆଲିଆ

ଘର ବାହାରେ ପତ୍ନୀଙ୍କ ସହ ଝଗଡ଼ା କରୁଥିବାର ନଜର ଆସିଲେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ। ଭିଡିଓ ଛାଡ଼ି ୧୮ବର୍ଷ ନଷ୍ଟ କରିଥିବା କହିଲେ ପତ୍ନୀ ଆଲିଆ। ଗତ କିଛି ମାସ ହେଲା ନୱାଜ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଉଭୟ ପରସ୍ପର ଉପରେ ଭିନ୍ନ ଭିନ୍ନ ଆରୋପ ଲଗାଉଥିବା…