ରାଜ୍ୟରେ କମିବକି ବିଜୁଳି ଦର ?
ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ବିବୃତି ରଖିଲେ ଶକ୍ତି ମନ୍ତ୍ରୀ | ବିଧାନସଭାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତି | ଓଇଆରସିରେ ଆବେଦନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର |ତେବେ ବିଜୁଳି ଦର ବୃଦ୍ଧି ନେଇ ଆଜି ଅଚଳ ହୋଇଥିଲା ବିଧାନସଭା |ଆଜି ଉଭୟ!-->…
