Odia News Portal
Browsing Tag

latest odia news

କୋଭିଡ୍-୧୯ :୨୪ ଘଣ୍ଟାରେ ଦେଶରେ ୧୩୨ ନୂଆ ସଂକ୍ରମଣ

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୦ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା…

କାହିଁକି ପାଟିରେ ହେଉଛି କ୍ୟାନ୍ସର?

କ୍ୟାନସର ଏମିତି ଏକ ରୋଗ ଯାହା କବଳରୁ ବଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ । କିନ୍ତୁ ବର୍ତ୍ତମାନ ବିଜ୍ଞାନର ଅଗ୍ରଗତି ଯୋଗୁଁ ଏଥିରେ ମଧ୍ୟ କିଛି ପରିମାଣରେ ସିଦ୍ଧି ହାସଲ କରାଗଲାଣି ମାତ୍ର ସପୂର୍ଣ୍ଣ ନୁହେଁ । ତେଣୁ ଏଭଳି ରୋଗର ପ୍ରତିକାର ପୂର୍ବରୁ ହିଁ କରିବା ଦରକାର। ତେବେ କ୍ୟାନସର ମୁଣ୍ଡ,…

ଆମେରିକାର ଜେଟ୍ : ଗୁଇନ୍ଦା ବେଲୁନ୍ ପରେ ଆଲାସ୍କା ଆକାଶରେ ଉଡୁଥବା ଅଜ୍ଞାତ ବସ୍ତୁକୁ ଖସାଇଲା

ଆକାଶରେ ଆମେରିକାର ଆଉ ଏକ ବଡ଼ ଆକ୍ସନ । ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଆମେରିକା ଫାଇଟର ଜେଟ୍। ଗତକାଲି କାନାଡା ସୀମା ଆଲାକ୍ସା ନିକଟରେ ଆମେରିକା ଫାଇଟର ଜେଟ୍ ୪୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବସ୍ତୁକୁ ଖସାଇ ଦେଇଛି । ଏହା କେଉଁଠୁ ଆସିଥିଲା ଓ କିଏ ଛାଡିଥିଲା ତାହା ଜଣାପଡି…

ଏୟାର ଏସିଆକୁ ବଡ ଝଟକା ଦେଲା  ଡିଜିସିଏ, ପ୍ରଶିକ୍ଷକ ମୁଖ୍ୟଙ୍କୁ ଦାୟିତ୍ୱରୁ ହଟାଇଲା

ଡିଜିସିଏ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା। ୨୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଲା ଡିଜିସିଏ। ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ…

ନବ ଦାସଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ୟ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର ।ଗତ ଜାନୁଆରୀ ୨୯…

ଆଦାନି ବିବାଦରେ ମୁଁ ସୁପ୍ରିମ କୋଟଙ୍କୁ କିଛିବି କହିବି ନାହିଁ: ଅର୍ଥମନ୍ତ୍ରୀ ସୀତାରମଣ

ଆଦାନି-ହିଣ୍ଡେନ୍ବର୍ଗ ବିବାଦ ବିଷୟରେ ସୁପ୍ରିମ୍ କୋର୍ଟଙ୍କୁ ମୁଁ କିଛି କହିବି ବୋଲି ଆପଣମାନେ ଆଶା ନ କରିବା ଉଚିତ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।‘ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବୋର୍ଡ’ର ବୈଠକ ପରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକମାନଙ୍କୁ…

କ୍ଷମତାକୁ ଆସିଲେ ତାଜମହଲ ପରି ଦିଶୁଥିବା ସଚିବାଳୟର ଗମ୍ବୁଜ ଭାଙ୍ଗିଦେବୁ: ବଂଦୀ ସଞ୍ଜୟ କୁମାର

ନିର୍ବାଚିତ ହୋଇ କ୍ଷମତାକୁ ଆସିଲେ ତାଙ୍କ ଦଳ ରାଜ୍ୟର ନୂଆ ସଚିବାଳୟ ଅଟ୍ଟାଳିକା ଉପରେ ଥିବା ଗମ୍ବୁଜଗୁଡ଼ିକୁ ଧ୍ବଂସ କରି ସେଥିରେ ଦେଶ ଓ ତେଲେଙ୍ଗାନାର ସଂସ୍କୃତିକୁ ପ୍ରତିଫଳନ କରିବା ଭଳି ପରିବର୍ତ୍ତନ କରିବ ବୋଲି ତେଲେଙ୍ଗାନା ‘ବିଜେପି’ ସଭାପତି ବଂଦୀ ସଞ୍ଜୟ କୁମାର କହିଛନ୍ତି।‘ଜନତାଙ୍କ…

ଚାଉଳ ଉତ୍ପାଦନ ଭାରତ ଅର୍ଥନୀତିକୁ ସମୃଦ୍ଧ କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚାଉଳ ଜୀବନର ଶସ୍ୟ। ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି । ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦ୍ଘାଟନ…

ତୁର୍କୀ ଭୂକମ୍ପ : ଭାରତୀୟ ଉଦ୍ଧାକାରୀ ଦଳରେ ସାମିଲ ହୋଇ ରକ୍ଷାକର୍ତ୍ତା ସାଜିଛନ୍ତି ୪ ସନ୍ଧାନୀ କୁକୁର

ଭୂମିକମ୍ପ ବିଧ୍ବସ୍ତ ତୁର୍କୀରେ ଉଦ୍ଧାର କାର୍ୟ୍ୟ ଚଳାଇଥିବା ଭାରତର ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ’ (ଏନ୍ଡିଆର୍ଏଫ୍) କର୍ମଚାରୀଙ୍କ ସହିତ ଚାରିଟିକିଆ ‘ସନ୍ଧାନୀ କୁକୁର ସ୍କ୍ବାଡ୍’ ମଧ୍ୟ ସାମିଲ ହୋଇଛି।‘ସନ୍ଧାନୀ କୁକୁର ସ୍କ୍ବାଡ୍’ରେ ଅଛନ୍ତି ଜୁଲି, ରୋମିଓ, ହନି ଓ…

ମୋ ବାପାଙ୍କର ଦେଖାଶୁଣା କରିବ: ଟୁଇଟ୍‌ରେ ହୃଦୟସ୍ପର୍ଶୀ ନିବେଦନ କଲେ ଲାଲୁ ଯାଦବଙ୍କ ଝିଅ

ସୁସ୍ଥ କରାଇ ବାପାଙ୍କୁ ଆପଣମାନଙ୍କ ଗହଣକୁ ପଠାଉଛି। ଏଥର ଆପଣମାନେ ମୋ ବାପାଙ୍କର ଦେଖାଶୁଣା କରିବେ ବୋଲି ‘ଆର୍ଜେଡି’ ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଝିଅ ରୋହିଣୀ ନିବେଦନ କରି କହିଛନ୍ତି।ସ୍ମରଣଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ସିଙ୍ଗାପୁରରେ କିଡ୍‌ନି…