Odia News Portal
Browsing Tag

latest odia news

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ

ନୂଆଦିଲ୍ଳୀ : ଜାପାନର ଟୋକିଓରେ ଭୂକମ୍ପର ଜବରଦସ୍ତ ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ର ୭.୨ ବୋଲି ଜଣାପଡ଼ିଛି। ଭୂମିକମ୍ପ ପରେ ପରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି। ତେବେ ସ୍ଥାନୀୟ ଅଞ୍ଚଳରେ ଭୂମିକମ୍ପ ପରେ ସୁନାମୀର ପ୍ରଥମ ଲହର ଏକ

ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ତାତି

ଭୁବନେଶ୍ୱର: ବିଧାନସଭା ଗୃହରେରେ ଉଠିଲା ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ମାହାଙ୍ଗା ମର୍ଡର ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମାହାଙ୍ଗା ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ରହିଛି । ଏତଲା ଥିଲେ ସୁଦ୍ଧା ସରକାର ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ କରୁନାହାନ୍ତି

ଯୋଗ୍ୟ ହିତାଧିକାରୀଙ୍କୁ ନେଇ ବିଜେପିର ହୀନ ରାଜନୀତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ ।

ଆଜି ଟ୍ରଫି ପାଇଁ ଲଢିବ ଭାରତ

ଅହମ୍ମଦାବାଦ : ଚତୁର୍ଥ ଟି-୨୦ ମ୍ୟାଚରେ ଲଢୁଆ ବ୍ୟାଟିଂ ଓ ବୋଲିଂ କରି ସିରିଜ ବଞ୍ଚାଇଥିବା ଭାରତୀୟ ଦଳ ଆସନ୍ତାକାଲି ଟ୍ରଫି ପାଇଁ ଫାଇନାଲ ଲଢ଼େଇ କରିବ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ଜିଣିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ବଦଲା ନେଇଥିଲା ଭାରତ । ସେହିପରି ତୃତୀୟ ଓ ଚତୁର୍ଥ ମ୍ୟା୍ଚରେ ମଧ୍ୟ

ଆବାସ ଯୋଜନାରେ କେନ୍ଦ୍ରକୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର : ଓଡିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସାମାଜିକ ଅର୍ଥନୈତିକ ଜାତି ଭିତିକ ଗଣନା (ଏସଇସିସି) ତାଲିକାରୁ ପକ୍କାଘର ଦେଇଥାନ୍ତି । ବର୍ତ୍ତମାନ ଏହି ଏସଇସିସିରେ ଥିବା ପ୍ରତୀକ୍ଷା ତାଲିକା (ୱେଟିଙ୍ଗ ଲିଷ୍ଟ) ସମ୍ପୂର୍ଣ୍ଣ