Odia News Portal
Browsing Tag

latest odia news

ପୋଲିସ,ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ପାଇଁ ଡାଏଲ ୧୧୨

ଭୁବନେଶ୍ୱର: ଏଣିକି ୧୧୨ ନମ୍ବର ଡାଏଲ କଲେ ମିଳିବ ୩ ପ୍ରମୁଖ ଜରୁରୀ ସେବା। ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ଡାଏଲ କରିବାକୁ ପଡିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ,

ଛୋଟ ପୋଷାକ ପିନ୍ଧା ଭକ୍ତଙ୍କୁ ଶାମଲାଜୀ ମନ୍ଦିର ମନା

ଗାନ୍ଧିନଗର: ଗୁଜୁରାଟର ଆରାଭେଲିରେ ଅବସ୍ଥିତ ପ୍ରସିଦ୍ଧ ଶାମଲାଜୀ ମନ୍ଦିର ଭକ୍ତମାନଙ୍କୁ ଛୋଟ ପୋଷାକ ପିନ୍ଧି ମନ୍ଦିର ପରିସରରେ ପ୍ରବେଶ କରିବାକୁ ବାରଣ କରିଛି। ମନ୍ଦିର ପରିଚାଳନା ଏକ ପରାମର୍ଶଦାତା ଜାରି କରି ଭକ୍ତମାନଙ୍କୁ ଛୋଟ ପୋଷାକ ପିନ୍ଧି ମନ୍ଦିରକୁ ନ ଆସିବାକୁ ନିର୍ଦ୍ଦେଶ

ଶରଣକୁଳରେ ସଡ଼କ ଦୁର୍ଘଟଣା, ୩ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।ମିଳିଥିବା ଖବର ଅନୁଯାୟୀ ଜଗନ୍ନାଥପୁର ଗ୍ରାମର ମନୁ ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକ ଗୋଟିଏ

୩୧ ସୁଦ୍ଧା କିଣାଯିବ ପଞ୍ଜିକୃତ ଚାଷୀଙ୍କ ଧାନ: ମନ୍ତ୍ରୀ

ଭୁବନେଶ୍ୱର: ଲଗାତାର ୬ ଦିନ ଧରି ଗୃହରେ ଅଚଳ ଅବସ୍ଥା ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି |ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ଏବେ ବି