Odia News Portal
Browsing Tag

latest odia news

ଅର୍ଚ୍ଚିତାଙ୍କ ସପନର ସୌଦାଗର

ଭୁବନେଶ୍ବର: ଆଜି ଅର୍ଚ୍ଚିତାଙ୍କୁ ମିଳିବ ତାଙ୍କ ସପନର ସୌଦାଗର । ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ହାତ ଧରିବେ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ । ବିବାହ ବନ୍ଧରେ ବାନ୍ଧିହେବେ ଦୁଇ ଫେମସ୍ ଲଭ୍ ଯୋଡ଼ି । ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ତଥା ସୁପର୍‌ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ନାୟିକା

ମୋଦିଙ୍କ ମୁହଁରେ ଓଡ଼ିଆ ଯୁବକଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ଯୁବକଙ୍କ ପ୍ରଶଂସା | ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଜଣେ ଓଡ଼ିଆ ଯୁବକଙ୍କ ପ୍ରେରଣାଦାୟୀ କାହାଣୀ କହିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ଗାଁର ଏହି ଯୁବକ

ବିରଳ ଦମ୍ପତିଙ୍କୁ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ବିରଳ ବାହାଘରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ |ଦୁଇ ଏଚଆଇଭି ସଂକ୍ରମିତ ସାତଜନ୍ମର ସାଥି ହୋଇଛନ୍ତି | ବ୍ରହ୍ମପୁର ସଞ୍ଜିବନୀ ଡେ କେୟାର ହୋମରେ ଦୁଇ ଏଚଆଇଭି ସଂକ୍ରମିତଙ୍କ ବାହାଘର ହୋଇଛି । ସମ୍ପୂର୍ଣ୍ଣ ବୈଦିକ ରିତିନୀତି ଅନୁଯାୟୀ ହୋଇଛି ବାହାଘର । ଗଞ୍ଜାମ ଜିଲ୍ଲାପାଳ ବିଜୟ