ପ୍ରଥମ ଥର ପାଇଁ ସିସୋଦିଆଙ୍କ ବିନା ଉପସ୍ଥିତିରେ ହେବ ବଜେଟ ଅଧିବେଶନ
ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କର ଜାମିନ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୧୦ରେ ରାୟ ଶୁଣାଇବାକୁ ଥିବା ବେଳେ ଆପ୍ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମାର୍ଚ୍ଚ ୧୭ରେ ବାର୍ଷିକ ବଜେଟ ଅଧିବେଶନ ହେବ!-->…
