Odia News Portal
Browsing Tag

latest odia news

ସନ୍ନି ଲିଓନୀଙ୍କୁ କ୍ରାଇମ ବ୍ରାଞ୍ଚର ଜେରା

ଥିରୁଅନନ୍ତପୁରମ୍: ବଲିଉଡର ହଟ୍ ଆକଟ୍ରେସ ସନ୍ନି ଲିଓନୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ଶୁକ୍ରବାର ସନ୍ଧ୍ୟାରେ କେରଳ ପୋଲିସ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ଠକେଇ ଅଭିଯୋଗରେ ପଚରାଉଚରା କରିଥିଲା। କୋଚିରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସନ୍ନି ଲିଓନ ୨୯ ଲକ୍ଷ ଟଙ୍କା ଓ ୧୨ ଲକ୍ଷ

ପ୍ରଫୁଲ୍ଲଙ୍କୁ କରାଯାଇଛି ହତ୍ୟା : ବିଜେପି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା ପରେ ତେଜୁଛି ରାଜନୀତି | ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟଣା ନେଇ ବିଜେପି ହତ୍ୟା ଅଭିଯୋଗ ଆଣିଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି ।

ତଣ୍ଟି ଚିପି ହତ୍ୟା ପରେ ମୁଣ୍ଡକାଟ !

ଭୁବନେଶ୍ୱର: ରାଜଧାନୀରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ | କିଛିଦିନ ତଳେ ଭୁବନେଶ୍ୱର ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା ।ତେବେ ଆଜି ଘଟଣା ପଛରେ ଥିବା ମୁଖ୍ୟ ରହସ୍ୟ

ସମ୍ମୁଖ ଯୋଦ୍ଧା ନେଲେ କରୋନା ଟିକା

କଟକ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ

ଖୋଲିପାରେ ପ୍ରଥମରୁ ଅଷ୍ଟମ!

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିପାରେ ସ୍କୁଲ | ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବକ୍ତବ୍ୟ ଦେଇଛନ୍ତି | ତାଙ୍କ କହିବା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରାଯାଉଛି | ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଆରସି

ମାହାଙ୍ଗା ମର୍ଡର: ମୁଖ୍ୟ ଅଭିଯୁକ୍ତକୁ ଚାପିଦେଲା ଟ୍ରକ !

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଉଦ୍ଧାର | ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ଓରଫ କାବୁଆର ମୃତଦେହ ଉଦ୍ଧାର କରାଯାଇଛି । ଟାଙ୍ଗୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତର ମୃତଦେହ ଉଦ୍ଧାର କଲା ପୋଲିସ । ନିର୍ମାଣଧୀନ ଟୋଲ

ଟିକା ନେଲେ ପୋଲିସ ଡିଜି ଅଭୟ

କଟକ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। ଦ୍ବିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ଡିଜି, ଏସପି ଜିଲ୍ଲାପାଳମାନେ ଟିକା ନେବେ । ତେବେ ଟିକା ନେଇସାରି ଫଟୋ ଟୁଇଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପର୍ଯ୍ୟାୟରେ

ଝରାଫୁଲ ମୃତ୍ୟୁ:ଜେଲ୍ ଗଲା ରାକେଶ

ଯାଜପୁର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ଜେଲ୍ ଗଲା ବଏଫ୍ରେଣ୍ଡ ରାକେଶ । ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବା ପରେ ଆଜି କୋର୍ଟରେ ହାଜର କରିଥିଲା ପୋଲିସ୍ । ଗୁରୁବାର ଦିନ ଅଭିଯୁକ୍ତ ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପୁଣି ଜେଲ୍‌ ଫେରିଛି ରାକେଶ । ରିମାଣ୍ଡ

ଝରାଫୁଲ ମର୍ଡର: ରାକେଶର ମୋବାଇଲ ଜବତ

ଯାଜପୁର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ବଏଫ୍ରେଣ୍ଡ ରାକେଶର ମୋବାଇଲ ଫୋନ ସମେତ ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି ପୋଲିସ । ଗୁରୁବାର ଦିନ ଅଭିଯୁକ୍ତ ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶୁକ୍ରବାର ପୁଣି ଜେଲ୍‌ ଯାଇଛି ରାକେଶ । ରିମାଣ୍ଡ ସମୟରେ