ବଢ଼ୁଛି ଥଣ୍ଡା, କାଶ, ଜ୍ୱର ସଂକ୍ରମଣ: କେନ୍ଦ୍ର ଜାରି କଲା ସତର୍କ ସୂଚନା
ଗତ ୨ବର୍ଷ ଧରି କୋଭିଡ ସହିତ ସଂଘର୍ଷ କରୁଥିବା ଲୋକମାନଙ୍କ ପାଇଁ ଇନଫ୍ଲୁଏଞ୍ଜା ସଂକ୍ରମଣ ଚିନ୍ତା ବଢ଼ାଇଛି। ଦେଶବ୍ୟାପୀ ଗତ ୨ ମାସ ମଧ୍ୟରେ ଇନଫ୍ଲୁଏଞ୍ଜା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଇନଫ୍ଲୁଏଞ୍ଜା କାରଣରୁ ଲୋକମାନଙ୍କଠାରେ ପ୍ରବଳ ଜ୍ବର ଓ ଥଣ୍ଡା ସାଙ୍ଗକୁ ଦୀର୍ଘଦିନ ଧରି!-->…
