Odia News Portal
Browsing Tag

latest odia news

ଏସଡିଜେଏମ କୋର୍ଟରେ ହାଜର ହେବେ ପ୍ରଦୀପ

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋଟିଏ ଦିନର ଆଶ୍ୱସ୍ତି ପରେ ପୁଣି ବାଜିଲା ଆଇନର ଚାବୁକ । ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ । ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ଆଜି ଝାରପଡ଼ା ଜେଲ ଯାଇ ପ୍ରଦୀପଙ୍କୁ ବ୍ରହ୍ମପୁର ଆଣୁଛି । କୋର୍ଟରେ ହାଜର ସହ ୩

ଖୋର୍ଦ୍ଧା-ବଲାଙ୍ଗୀରକୁ ହଜାରେ କୋଟି

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ମିଳିଲା ୬୯୯୫ କୋଟି । ରାଜ୍ୟ ସରକାର ଚଳିତବର୍ଷ ରେଳ ବଜେଟ ପାଇଁ ୭୨୦୦ କୋଟି ଟଙ୍କା ମାଗିଥିବା ସମୟରେ ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି ।ଗତବର୍ଷ ଅପେକ୍ଷା ଏହିବର୍ଷ ଓଡିଶାକୁ ୬୦ପ୍ରତିଶତ ଅଧିକା ଅନୁମୋଦନ ମିଳିଥିବା ସୂଚନା

ଦେଶରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଲକ୍ଷ୍ୟ: ଧର୍ମେନ୍ଦ୍ର

ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲ ଶୁଭାରମ୍ଭ । ଭାରତର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ଆଜି ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ

ଝଲସିଲା ପୁରୀ-ଭୁବନେଶ୍ୱର ବାଇପାସ୍‌

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ବାଇପାସ୍‌ର ହେଲା ଆଲୋକୀକରଣ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ସଂଧ୍ୟାରେ ଭୁବନେଶ୍ୱରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି

ହଷ୍ଟେଲ ଫି’ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଛାଡ଼ ହେଲା ୯ ମାସର ହଷ୍ଟେଲ ଫି’ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଆଇ.ଟି.ଆଇ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ କରାଯାଛି। ଏହା ଦ୍ୱାରା ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ।

ହରିଶଙ୍କର-ନୃସିଂହନାଥ ରୋପ୍‌ ଓ୍ୱେ

ବଲାଙ୍ଗିର: ବଦଳିବ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ପର୍ଯ୍ୟଟନସ୍ଥଳିର ରୂପରେଖ । ପର୍ଯ୍ୟଟକଙ୍କ ପାଇଁ କରାଯିବ ସମସ୍ତ ପ୍ରକାରର ସୁବିଧା । ଏବେ ସରକାରଙ୍କ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଆଜି ବରଗଡ଼ ଓ ବଲାଙ୍ଗୀର ଗସ୍ତରେ ଯାଇଥିଲେ 5T ସଚିବ । ତେବେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର

ଝରାଫୁଲ ମୃତ୍ୟୁ: ଡେମୋ ଦେଖାଇଲା ରାକେଶ

ଭୁବନେଶ୍ୱର: ଝରାଫୁଲଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଭୁବନେଶ୍ୱରକୁ ଆଣିଲା ଯାଜପୁର ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ପୋଲିସ ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସକୁ ନେଇଛି | କେଉଁ ସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ଆଜି ସିନ୍

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମପୂରଣ ଅବଧି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫର୍ମପୂରଣ ଅବଧି ବଢ଼ାଇଲେ ରାଜ୍ୟ ସରକାର | ଫର୍ମପୂରଣ ଅବଧି ଫେବ୍ରୁଆରୀ ୧୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି | ହାଇସ୍କୁଲ , ଓପନ ସ୍କୁଲ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମଧ୍ୟ ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି | ପୂର୍ବରୁ ଫେବ୍ରୁଆରୀ ୨