Odia News Portal
Browsing Tag

latest odia news

ଭଦ୍ରକରେ ଥମୁନି ବେଆଇନ ଗୋ ଚାଲାଣ

ଭଦ୍ରକ: ଭଦ୍ରକରେ ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ | ବାରମ୍ବାର ଭଦ୍ରକରେ ଧରା ପଡ଼ୁଛି ବେଆଇନ ଗୋରୁ ଚାଲାଣ | ଯାହାକୁ ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ | ଏବେ ଗୋରୁ ମାଫିଆଙ୍କ ନଜରରେ ରହିଛନ୍ତି ବୁଲା ଷଣ୍ଢ | ଗତକାଲି ପୁଣି ବେଆଇନ ଗୋ ଚାଲାଣ ନେଇ ସହର ଭିତରେ ଉପୁଜି ଥିଲା…

ଝରାଫୁଲ ମର୍ଡର: ସିନ୍‌ ରିକ୍ରିଏସନ କଲା ରାକେଶ

ଯାଜପୁର: ମୃତଦେହ ଫୋପାଡିଥିବା ସ୍ଥାନକୁ ଚିହ୍ନଟ କଲା ଅଭିଯୁକ୍ତ ରାକେଶ । କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଏଥିସହ ରାକେଶକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ…

ବ୍ରାଣ୍ଡେଡ ଲେବଲ୍ ତଳେ ନକଲି ମୃଦୁ ପାନୀୟ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଠାବ ହେଲା ନକଲି କାରଖାନା । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନାକୁ ପୋଲିସ ଠାବ କରିଛି । ପୋଲିସ ଉକ୍ତ କାରଖାନାରେ ଚଢାଉ ଜାରି ରଖିଛି । ତେବେ ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଛି । ବିଭିନ୍ନ ନାମୀ କମ୍ପାନୀର ନାମ…

ଫେବ୍ରୁଆରୀ ୧୦ରୁ ଆରମ୍ଭ ପିଜି କ୍ଲାସ୍

ଭୁବନେଶ୍ୱର: ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ୍। ପିଜି କ୍ଲାସ୍ ଆରମ୍ଭ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରେ ଖୋଲାଯିବ ହଷ୍ଟେଲ | ସେହିଭଳି ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବୃଆରୀ ୧୦ରୁ ଆରମ୍ଭ ହେବ |…

ପୋଲିଓ ବଦଳରେ ସାନିଟାଇଜର,୧୨ ଶିଶୁ ଅସୁସ୍ଥ

ମହାରାଷ୍ଟ୍ର: ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଦିଆଗଲା ସାନିଟାଇଜର ।ମହାରାଷ୍ଟ୍ରର ଯବତମାଲରେ ଏହିଭଳି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି | ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। …

ହାଡ଼ଭଙ୍ଗା ଜାଡ: ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା । ଫୁଲବାଣୀ ଏବଂ କନ୍ଧମାଳରେ ୪ ଦଶମିକ ୫ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ କରାଯାଇ ଥିବା ସମୟରେ ଦାରିଙ୍ଗବାଡ଼ିରେ ୭ ଦଶମିକ ୫, ବଲାଙ୍ଗୀରରେ ୭ ଦଶମିକ ୮, ଅନୁଗୁଳରେ ୯ ଦଶମିକ ୬, ବାରିପଦାରେ ୯ ଦଶମିକ ୬,…

ଝରାଫୁଲ ମର୍ଡର: ରାକେଶକୁ ଜୋରଦାର ଜେରା

ଯାଜପୁର: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜୋରଦାର ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା ଜାରି ରଖିଛି ପୋଲିସ। ୨୬ ତାରିଖ ରାତିରେ ଝରାଫୁଲ ସହିତ କ’ଣ ହୋଇଥିଲା ଏନେଇ ରାକେଶକୁ ନିକଟରୁ ସତ ଓଗାଳୁଛନ୍ତି ଏସଡିପିଓ…

ଜିଲ୍ଲାକୁ ଜିଲ୍ଲା ଡେଉଁଛି ନକଲି କାରବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମର ଚବିଶ ସାହୁ (୪୦)ଙ୍କର ଥିବା ଅଟାକଳ ଉପରେ ଗତକାଲି ଅପରାହ୍ନରେ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଅତିରିକ୍ତ ଚଢ଼ାଉ | ଅଟାକଳରେ ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ହୋଇ ତିଆରି ହେଉଥିବା ଅଟା ଓ ହଳଦୀ ଜବତ କରି ଚବିଶ…