Odia News Portal
Browsing Tag

latest odia news

କାହିଁକି ଗେଷ୍ଟ ହାଉସ ଯାଇଥିଲେ ଝରାଫୁଲ ?

ଭୁବନେଶ୍ୱର: ଝରାଫୁଲ ହତ୍ୟା ରହସ୍ୟ ଉପରୁ ପରଦା ହଟିଛି । ପୁଲିସ ଛାନଭିନ୍ନ ଚଳାଇଥିବା ବେଳେ ନୁଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।ତେବେ ପୋଲିସ ଛାନଭିନରେ ସାମ୍ନାକୁ ଆସିଛି ଭୁବନେଶ୍ୱର ଧର୍ମବିହାରରେ ଥିବା ଓୟୋ ଶିବଶକ୍ତି ଗେଷ୍ଟ ହାଉସର ସିସିଟିଭି ଫୁଟେଜ । ଗତ ୨୬ ତାରିଖରେ ରାତିରେ

ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗତା ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ

ଅତ୍ୟନ୍ତ ଲଜ୍ଜାଜନକ ଘଟଣା: ମହିଳା କମିଶନ ଅଧ୍ୟକ୍ଷା

ଯାଜପୁର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା । ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଯାଜପୁର ଏସପି ଓ ସ୍ଥାନୀୟ ପୋଲିସକୁ ଭେଟିବେ ମହିଳା କମିଶନ ଅଧକ୍ଷା । ଗୁରୁବାର ଦିନ ମହିଳା

ପୂଜା ଥାଳିରେ ରଖନ୍ତୁ ନାହିଁ ଏହି ଜିନିଷ….

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପୂଜାପାଠର ଅନେକ ମହତ୍ତ୍ୱ ରହିଛି। ଘରେ ଭଗବାନଙ୍କ ପୂଜା କଲେ ସକାରାତ୍ମକ ଶକ୍ତି ପ୍ରବାହ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ବୋଲି କୁହାଯାଏ। ସେଥିପାଇଁ ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଭଗବାନଙ୍କ ପୂଜାର୍ଚ୍ଚନା ହୋଇଥାଏ ସେହି ଘରେ ସର୍ବଦା ଭଗବାନଙ୍କ

ମୃତ୍ୟୁ ରହସ୍ୟ ଖୋଲିବ ବଏଫ୍ରେଣ୍ଡ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଗିରଫ ହେଲା ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ମୃତ ଝରାଫୁଲଙ୍କ ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।ତେବେ ଗିରଫ ପରେ ରାକେଶକୁ ଏୟାର ଫିଲ୍ଡ ପୋଲିସ

ଝରାଫୁଲ ମର୍ଡର୍ ମିଷ୍ଟ୍ରି: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗିରଫ। ପୋଲିସ୍ ହାତରେ ଧରାପଡ଼ିଛି ଅଭିଯୁକ୍ତ ରାକେଶ ସ୍ୱାଇଁ। ପୋଲିସ ତାକୁ ଏୟାରଫିଲ୍‌ଡ ଥାନା ଅଞ୍ଚଳରୁ ଅଟକ ରଖିଛି। ସିସିଟିଭିରେ ଥିବା ପଛ ସ୍କୁଟି ଆରୋହୀ ରାକେଶ ବୋଲି ପୋଲିସ ଖବର