Sign in
Sign in
Recover your password.
A password will be e-mailed to you.
Browsing Tag
latest odia news
ମହିଳା କମିଶନ ସଦସ୍ୟାଙ୍କ ବିବାଦୀୟ ବୟାନ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଗୁରୁବାର ଦିନ ପୀଡିତାଙ୍କ ପରିବାର ନିକଟକୁ ଗସ୍ତ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ବୈଠକ ମଧ୍ୟ କରିଥିଲେ । କିନ୍ତୁ ଏହି ସମୟରେ!-->…
ନାର୍କୋ ଟେଷ୍ଟକୁ ପରୀ ଅଭିଯୁକ୍ତର ନା
ନୟାଗଡ଼: ନାର୍କୋ ଟେଷ୍ଟକୁ ନାବାଳକ ଅଭିଯୁକ୍ତଙ୍କ ନା| ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହେଲେ ଅଭିଯୁକ୍ତ । ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ନାର୍କୋ ଟେଷ୍ଟ!-->…
କଲେଜରେ ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ
ଭୁବନେଶ୍ୱର : କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ସ୍କୁଲ ଓ କଲେଜ | ତେବେ କଲେଜରେ କୋଭିଡ଼ ନିୟମ ପାଳନର ଅନୁଧ୍ୟାନ ନିମନ୍ତେ ବିଜେବି କଲେଜକୁ ପହଞ୍ଚିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କଲେଜରେ କୋଭିଡ଼ ନିୟମ ସଠିକ ଭାବେ ପାଳନ କରାଯାଉଛି କି ନାହିଁ ସେ ନେଇ ଟିକିନିଖି!-->…
ରାଜଧାନୀରେ ମିଳିବ ‘ମୋ ଖତ’
ଭୁବନେଶ୍ୱର : ରାଜଧାନୀରେ ମିଳିବ`ମୋ ଖତ’ । ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ମହାମଗର ନିଗମ ଅଞ୍ଚଳ ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ | ଭୁବନେଶ୍ୱର ୮ଟି!-->…
ଆଉ ୨ ଜୀବନ ନେଲା ମହାମାରୀ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା!-->…
ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ସରୋଜ ହାଜର
ନୟାଗଡ଼ : ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକ ସରୋଜ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର । ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ।ପରୀ ହତ୍ୟା ମାମଲାରେ ଗିରଫ ନାବାଳକ ଅଭିଯୁକ୍ତକୁ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଛି!-->…
