Odia News Portal
Browsing Tag

latest odia news

ଡବଲ ମର୍ଡର ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି

କଟକ :ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗତକାଲି ୪ ଅଭିଯୁକ୍ତଙ୍କୁ କଟକ ଗ୍ରାମାଞ୍ଚଳ ପୁଲିସ୍‌ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । କାଲି ରାତିରେ

ସୁନ୍ଦରଗଡ଼ ଫେରିଲେ ବିରଜୁ କୁଲୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଫେରିଲେ ନିଖୋଜ ବିରଜୁ କୁଲୁ । ବିରଜୁଙ୍କୁ ତାଳଚେରରୁ ଉଦ୍ଧାର କରାଯାଇ କୁତ୍ରା ଥାନାରେ ରଖାଯାଇଛି । ମଙ୍ଗଳବାର ଦିନ ସୁନ୍ଦରଗଡ଼ରୁ ଏକ ପୋଲିସ ଟିମ୍ ତାଳଚେର ଯାଇ ବିରଜୁ କୁଲୁଙ୍କୁ ଆଣି ବୁଧବାର କୁତ୍ରାରେ ପହଞ୍ଚିଛି । ସୂଚନାନୁଯାୟୀ , ବିରଜୁ କୁଲୁ ରବିବାର

୧୦ରୁ ଅନ୍‌ଲାଇନ୍‌ରେ ହେବ ଫର୍ମ ପୂରଣ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଅନଲାଇନ୍‌ରେ ଫର୍ମ ପୂରଣ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। । ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ନୋଟିଫିକେସନ ବାହାର କରାଯାଇଛି । ୮ ତାରିଖରୁ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ୍; ୪ ମୃତ

ରାଉରକେଲା :ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌। ସିସିଡି ବିଭାଗରେ ଗ୍ୟାସ ଲିକ୍‌ ସୂଚନା। ଗ୍ୟାସ ଲିକ୍‌ ଘଟଣାରେ ୧୦ ଜଣ କର୍ମଚାରୀ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ କର୍ମଚାରୀଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ୪ ଗୁରୁତର

ଭୁବନେଶ୍ୱରରେ ଦେଶର ପ୍ରଥମ ଫାୟାର ପାର୍କ

ଭୁବନେଶ୍ୱର: ଅଗ୍ନିଶମ ବିଭାଗର ନୂଆ ଓ୍ୱେବ୍‌ସାଇଟ୍‌ ଓ ଫାୟାର ପାର୍କକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଶନିବାର ୩ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକ ପାଇଁ ଏହି ଫାୟାର ପାର୍କ ଖୋଲିବ । ଅଗ୍ନିଶମ ବିଭାଗ କିଭଳି କାର୍ଯ୍ୟ କରେ, ପ୍ରାକୃତିକ

ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ ରାହୁଲ

ସିଡନୀ : ଭାରତୀୟ ଦଳକୁ ବଡ ଝଟକା, ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ କେଏଲ ରାହୁଲ | ଶନିବାର ଦଳର ଅଭ୍ୟାସ ବେଳେ ନେଟରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ସେ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଛନ୍ତି ।

ଏନସିବି ଅଫିସ୍‌ରେ ରିୟା ଓ ସୌଭିକ୍‌

ମୁମ୍ବାଇ : ଏନସିବି ଅଫିସ୍ ରେ ପୁଣି ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକ୍ ଚକ୍ରବର୍ତ୍ତୀ । ଡ୍ରଗ୍ସ ଲିଙ୍କ୍ ରେ ଜେଲରେ ରହିସାରିଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କୁ ଜାମିନ ମିଳିଥିବା ସତ୍ତ୍ୱେ ଏନସିବିରୁ ଏ ପର୍ଯ୍ୟନ୍ତ ସମସ୍ତ କାମ ସରିନି ।ଗତକାଲି ଭାଇ-ଭଉଣୀଙ୍କୁ

ଝିଅର ସଫଳତାରେ,ବାପାର ସଲାମ୍

ତିରୁପତି : ଅଫିସର ଝିଅକୁ ସାଲ୍ୟୁଟ୍ ମାରିଲେ ବାପା | ଜଣେ ସିନିୟର ଅଫିସରଙ୍କୁ ପୋଲିସ କର୍ମଚାରୀ ସାଲ୍ୟୁଟ ମାରୁଥିବା ଘଟଣା ନିହାତି ସାଧାରଣ ହୋଇପାରେ । କିନ୍ତୁ ଜଣେ ବାପା ତା ଝିଅକୁ ଗର୍ବର ସହ ସାଲ୍ୟୁଟ ମାରିବା କଥା ଖୁବ୍ ଅସାଧାରଣ ଓ ଅବିସ୍ମରଣୀୟ | ଯେଉଁ ଝିଅକୁ ଦିନେ ବାପା କୋଳେଇ

ଇସ୍ତଫା ଦେଲେ ଲକ୍ଷ୍ମୀ ରତନ ଶୁକ୍ଳା

କୋଲକାତା : ମମତା ସରକାରକୁ ଆଉ ଗୋଟିଏ ବଡ ଝଟକା ଲାଗିଛି । ମଙ୍ଗଳବାର ଦିଦିଙ୍କ ସରକାରରେ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗରେ ଖେଳ ମନ୍ତ୍ରୀ ଥିବା ଶୁକ୍ଳା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ

୧୦ ଦିନ ଭିତରେ ଟିକାକରଣ

ନୂଆଦିଲ୍ଲୀ : ୧୦ ଦିନ ଭିତରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ତେବେ ଭାଇରସ ଭୟ ଭିତରେ ଭ୍ୟାକସିନ ଭଲ ଖବର ନେଇ ଆସିଛି । ଏହାରି ଭିତରେ ଡ୍ରାଏରନ ସରିଛି । କୋଭାକ୍ସିନ, କୋଭାସିଲ୍ଡକୁ ମଧ୍ୟ ମଞ୍ଜୁରୀ ମିଳିଛି