ପେଟ୍ରୋଲ୍ ଓ ମଦରୁ ଭାଟ୍ ବାବଦକୁ ଆୟ ହୋଇଛି ୧୦୫୫.୨୭ କୋଟି ଟଙ୍କା
ଫେବ୍ରୁଆରିରେ ରାଜ୍ୟରେ ମୋଟ ୪୫୧୯.୩୫ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ଗତବର୍ଷର ଏହି ସମୟ ସଂଗ୍ରହ ତୁଳନାରେ ୧୦.୧୯ ପ୍ରତିଶତ ଅଧିକ। ଏହି ମାସରେ ରାଜ୍ୟ ଜିଏସ୍ଟି ଓ ସମନ୍ବିତ ଜିଏସ୍ଟି ସଂଗ୍ରହ ୪୦ ପ୍ରତିଶତ ବୃଦ୍ଧି ପାଇ୧୭୧୨.୪୮ କୋଟି ଟଙ୍କା ହୋଇଛି। ଗତବର୍ଷ ଫେବ୍ରୁଆରି!-->…
