Odia News Portal
Browsing Tag

latest odia news

ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଆର ପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ନିମୋନିଆରେ ପୀଡିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା

ଲେଖାଶ୍ରୀଙ୍କୁ ଏଲିନାଙ୍କ କଡ଼ା ଜବାବ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣକୁ ନେଇ ବିଜେପି ଆପତ୍ତି ଉଠାଇବା ପରେ କାଉଣ୍ଟର ଆଟାକ କରିଛି ବିଜେଡି। ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ଉଠାଇଥିବା ଅଭିଯୋଗ ଉପରେ

ଐତିହାସିକ ବିଜୟ ହାସଲ କଲା ଭାରତ

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ମେଲବର୍ଣ୍ଣ ବକ୍ସିଂ ଡେ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଆଜିଙ୍କ୍ୟ ରାହାଣେଙ୍କ ଶତକ ସହ ଭାରତୀୟ ବୋଲରଙ୍କ ଧୂଆଁଧାର ବୋଲିଂ ବଳରେ ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କରିଛି ଭାରତ । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ

ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ

ଭୁବନେଶ୍ୱର: ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ |୬୦୦ କୋଟି ଟଙ୍କାରେ ବଦଳିବ ନନ୍ଦନକାନନର ରୂପରେଖ । ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଇଛନ୍ତି । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୬୧ ତମ ପ୍ରତିଷ୍ଠା ଦିବସ

ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ

ବକେୟା ବିଜୁଳି ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଆକ୍ରମଣ | ବାକି ଥିବା ବିଜୁଳି ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଆନନ୍ଦପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଞ୍ଜନ

ବ୍ରିଟେନ ଫେରନ୍ତା ୩ ପଜିଟିଭ ନମୁନା ଗଲା ପୁନେ

ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ । ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ଆଜି ଆୟୋଜିତ ପ୍ରେସମିଟ୍‌ରେ ଏପରି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର

ରେଳ ଲାଇନ୍‌ରୁ ମିଳିଲା ଉପ-ସଭାପତିଙ୍କ ମୃତଦେହ

ବେଙ୍ଗାଲୁରୁ: ରେଳ ଲାଇନ୍‌ରୁ ମିଳିଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତିଙ୍କ ମୃତଦେହ । ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ଭୋର ସମୟରେ ବିଧାନ ପରିଷଦର

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା । ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ତେବେ ଏହି ଦୁଷ୍କର୍ମ ଘଟଣାଟି ସୋମବାର ସଂଧ୍ୟାରେ ଘଟିଥିବା ସୂଚନ ମିଳିଛି । ସୂଚନାନୁସାରେ , ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ

ମହିଳା କମିଶନରେ ହାଜର ଅନୁଭବ-ବର୍ଷା

ଭୁବନେଶ୍ୱର: ପାରିବାରିକ କଳହ ମାମଲାରେ ମହିଳା କମିଶନରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ପ୍ରଥମେ ସ୍ତ୍ରୀ ବର୍ଷା ମହିଳା କମିଶନରେ ଆସି ହାଜର ହେବାର କିଛି ସମୟ ପରେ ସାଂସଦ ଆସି ହାଜର ହୋଇଥିଲେ | ଆଜି ରାଜ୍ୟ ମହିଳା କମିଶନରେ ଏହି ଘରୋଇ କଳହ ମାମଲାର ଶୁଣାଣି ଚାଲିଛି |ଉଭୟଙ୍କୁ