Odia News Portal
Browsing Tag

latest odia news

ଜାଣନ୍ତୁ କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଏବେ ସବୁ ମନ୍ତ୍ରୀ ଦେଇଛନ୍ତି ନିଜ ନିଜର ସମ୍ପତ୍ତି ତାଲିକା |ତେବେ ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ରାଇଜର ମୁଖିୟା ନବୀନ ପଟ୍ଟନାୟକ । ସିଏମଓ ୱେବ୍‌ସାଇଟ୍‌ରେ…

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଇଣ୍ଡୋନେସିଆ ଯାତ୍ରୀବାହୀ ବିମାନ ଧ୍ୱଂସ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୃତକଙ୍କ ପରିବାରଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଇଣ୍ଡୋନେସିଆର ଶ୍ରୀବିଜୟା ଏୟାରଲାଇନ୍ସର ବୋଇଂ ୭୩୭-୫୦୦ ବିମାନଟି ନିଖୋଜ…

ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ସମ୍ପତ୍ତିର ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଥିକ ବର୍ଷ ୨୦୧୯-୨୦୨୦ ପର୍ଯ୍ୟନ୍ତ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ…

କହୁ କହୁ କହିଦେଲା କ୍ରାଇମ୍ ଷ୍ଟୋରି ….

ଭୁବନେଶ୍ୱର: ୬ ମାସ ତଳର ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ । କହୁ କହୁ ସାଥି ଅନ୍ତେବାସୀଙ୍କ ନିକଟରେ ସତ କହିଦେଇଥିଲା ଅଭିଯୁକ୍ତ । ଜେଲର ଚାରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର ଅଭିଯୁକ୍ତ ।ପ୍ରେମିକାକୁ ଖୁସି କରିବାକୁ ଲୁଟ୍ କରି…

ଉଡ଼ାଣର ୪ମିନିଟ ପରେ ହଜିଲା ବିମାନ

ଇଣ୍ଡୋନେସିଆ: ଉଡ଼ାଣ କରିବାର ୪ମିନିଟ ପରେ ମଝି ଆକାଶରୁ ହଜିଲା ବିମାନ | ଇଣ୍ଡୋନେସିଆର ଶ୍ରୀୱିଜୟା ବିମାନ ଉଡ଼ାଣ କରିବାର ୪ମିନିଟ ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଉଡ଼ାଣର ୪ମିନିଟ ପରେ ପାଇଲଟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏବେ ବିମାନକୁ ଖୋଜିବା ଆରମ୍ଭ…

ଘରେ ପଶିଲା ସ୍କର୍ପିଓ, ଜଣେ ମୃତ

ନୂଆପଡ଼ା: ଘର ଭିତରେ ପଶିଗଲା ସ୍କର୍ପିଓ । ଘରେ ସ୍କର୍ପିଓ ପଶିଯିବା ଫଳରେ ଘର ଭିତରେ ଥିବା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏହିଭଳି ସାଙ୍ଘାତିକ ଦୁର୍ଘଟଣା ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଅଞ୍ଚଳରେ ଘଟିଛି । ଖଡିଆଳ-ବୋଡେନ ରାସ୍ତା ପାର୍ଶ୍ୱ…

ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା

ଆଠଗଡ଼: ଆଠଗଡ଼କୁ ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା । କଟକ ଜିଲ୍ଲା ଆଠଗଡ଼ ବ୍ଳକ୍‌ ରାଧାକୃଷ୍ଣପୁର ଖଣ୍ଡୁଆଳି ଗାଁରେ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬ ଜଣଙ୍କ ମଧ୍ୟରେ ୬ଜଣ ମହିଳା, ୫ଜଣ ପୁରୁଷଙ୍କ ସମେତ ୫ ଛୁଆ ଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ…

ଜଗା ଦର୍ଶନ ପାଇଁ କାନ୍ଦିଲେ ଲକ୍ଷ୍ମୀ

ପୁରୀ: ଜଗନ୍ନାଥଙ୍କୁ ଟିକେ ଆଖିଭରି ଦେଖିବା ପାଇଁ କାନ୍ଦିଲେ ଲକ୍ଷ୍ମୀ| ଆଜି ଶ୍ରୀମନ୍ଦିର ସମ୍ମୁଖରେ କିଛି ଏପରି କହି କାନ୍ଦୁଥିଲେ ଲକ୍ଷ୍ମୀ | ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ଆସି ପହଞ୍ଚିଲିଣି…

୧୬ରୁ ଦେଶରେ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ । ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି ।…

ତାସ୍‌ ଖେଳରୁ ନିର୍ମମ ହତ୍ୟା !

ନୀଳଗିରି: ଝିମିଟି ଖେଳରୁ ମହାଭାରତ । ତାସ୍‌ ଖେଳରୁ ନିର୍ମମ ହତ୍ୟା | ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତୈଲାସାହି ନିକଟରେ ଘଟିଛି ଏହି ଭଳି ଅଭାବନୀୟ ଘଟଣା । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ମିତ୍ରପୁର ନିକଟ…