ବଢ଼ିଲା ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା
ଭୁବନେଶ୍ୱର:ରାଜ୍ୟ ସରକାର ଲର୍ଣ୍ଣର ଲାଇସେନ୍ସ ସମୟ ସୀମା କୁ ବୃଦ୍ଧି କରିଛନ୍ତି | ଯେଉଁ ଲର୍ଣ୍ଣର ଲାଇସେନ୍ସର ସମୟ ସୀମା ୨୦୨୦ ଡିସେମ୍ବର ୩୧ ତାରିଖରେ ଶେଷ ହେଉଥିଲା ତାର ସମୟ ସୀମା |ଆଉ 3 ମାସ ଅର୍ଥାତ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସମୟସୀମା ବୃଦ୍ଧି!-->…
