Odia News Portal
Browsing Tag

latest odia news

୩୫ ଆଇଏଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟରେ ୩୫ ଆଇଏଏସଙ୍କୁ ପଦୋନ୍ନତି । ଆପେକ୍ସ ସ୍କେଲ, ପ୍ରିନ୍ସିପାଲ ସେକ୍ରେଟେରୀ, ସୁପର ଟାଇମ୍ ସ୍କେଲ୍ , ସିଲେକ୍ସନ ଗ୍ରେଡ୍ , ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍ ଓ ସିନିୟର ଟାଇମ୍ ସ୍କେଲ ପାହ୍ୟାରେ ଥିବା ଆଇଏଏସ ଅଫିସରମାନଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ତେବେ

ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀରେ କଟକଣା ଜାରି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବତ୍ତର ରହିବ । ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ

ମହିଳା ଓ ଶିଶୁ ହିଂସା ରୋକିବ ସ୍ପେଶାଲ ୱିଙ୍ଗ

ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ ଗଠନ ହେବ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ୱିଙ୍ଗ ମହିଳା ଓ ପୋଲିସଙ୍କ ସୁରକ୍ଷା ପାଇଁ କାମ କରିବ । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି

ୱାନ୍ ନେସନ୍ – ୱାନ ଇଲେକ୍ସନ୍ ସପକ୍ଷରେ ଅପରାଜିତା

ଦେଶରେ ୱାନ୍ ନେସନ୍ – ୱାନ ଇଲେକ୍ସନ୍ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ୱାନ୍ ନେସନ୍ ଓ ୱାନ୍ ଇଲେକ୍ସନ୍ ସମ୍ପର୍କରେ ରାଜ୍ୟରେ ଦଳର ଆଗଧାଡ଼ିର ନେତାମାନଙ୍କୁ ଅବଗତ କରିବା ନିମନ୍ତେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ଏକ

ସାଉଥ ଅଭିନେତା ବରୁଣ ତେଜଙ୍କୁ କରୋନା

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପରେ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବରୁଣ ତେଜ କୋନିଡେଲା । ତେଲୁଗୁ ଅଭିନେତା ବରୁଣ ତେଜ କୋନିଡେଲାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ନିଜେ ବରୁଣ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ

ପରୀ ହତ୍ୟା ମାମଲାରେ ମିସ୍ କେସ୍ ଦାୟର

ନୟାଗଡ଼ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍ କେସ୍ ଦାୟର । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଛି ଏହି ମିସ୍ କେସ୍। ଏତଲାରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ। ସେହି ଗ୍ରାମର ଖଇରୀ ମହାନ୍ତ ନାମକ ଜଣେ ମହିଳାଙ୍କୁ ଗୁଣିଗାରେଡି ସନ୍ଦେହରେ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ତଣ୍ଟିକୁ କାଟି ହତ୍ୟା କରାଯାଇଛି। ଘଟଣା