Odia News Portal
Browsing Tag

latest odia news

ବ୍ରିଟେନରୁ ଆସିଥିବା ଫ୍ଲାଇଟ୍‌ରେ ୨୬୬ ଯାତ୍ରୀଙ୍କ ମଧ୍ୟରୁ ୬ ପଜିଟିଭ୍ ଚିହ୍ନଟ

ଭାରତରେ ବ୍ରିଟେନର କରୋନା ପଜିଟିଭ୍ । ବ୍ରିଟେନ୍‌ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଡିସେମ୍ବର ୨୨ ରାତିରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ସୋମବାର ରାତିରେ ଲଣ୍ଡନରୁ…

ଭିଜିଲାନ୍ସ ଜାଲରେ କୋଟିପତି ବାବୁ: ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସର ରେଡ୍

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର କୋଟିପତି କିରାଣୀ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ବିଭାଗ । । ଭିଜିଲାନ୍ସ ଡୁମ୍‌ଡୁମାରେ ଥିବା ତାଙ୍କ ୩ ମହଲା କୋଠା, ଜଟଣୀର ପ୍ରଧାନ ସାହିରେ ଥିବା…

ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ବିପୁଳ ପରିମାଣର ବିସ୍ଫୋରକ ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ | ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି | ଆଜି ଡିଭିଏଫ ଯବାନ ସ୍ଵାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତରେ ଗୁଇନ୍ଦା ବିଭାଗର…

ପୁଅ ପରେ ରିମାଣ୍ଡରେ ଯିବେ ବାପା,ଅଭୟଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ

ସ୍କାଇ କିଙ୍ଗ ଠକେଇ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଖାରବେଳନଗର ଥାନା ପୋଲିସର ଖୋର୍ଦ୍ଧା ଏସଡ଼ିଜେଏମ୍ କୋର୍ଟରେ ଆବେଦନ ମଞ୍ଜୁର କରିଥିଲେ । କୋର୍ଟ ପକ୍ଷରୁ ଏହି ଆବେଦନକୁ ମଞ୍ଜୁରୀ ମିଳିିଯାଇଛି ।୬୫ ଲକ୍ଷ ଟଙ୍କା ଠକେଇ…

ନକଲି କାରଖାନାର ପେଣ୍ଠସ୍ଥଳୀ ପାଲଟିଛି କଟକ,ନକଲି ସିମେଣ୍ଟ କାରଖାନା ଠାବ

ସାମ୍ନାକୁ ଆସୁଛି କଟକରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା । ଗତକାଲି ପୋଲିସ କଟକରେ ଏକ ନକଲି ଘିଅ କାରଖାନ ଠାବ କରିଥିବା ସମୟରେ ଓ ଆଜି ଜଗତପୁରଠାରେ ଆଉ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। କିଛି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ…

ରାଜ୍ୟରେ ଆଉ ୩୧୯ କରୋନା ସଂକ୍ରମିତ ଚିହ୍ନଟ,୩୨୬୯୧୫ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୬୯୧୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଶୀତ ଦିନେ ନଡ଼ିଆ ତେଲର ଉପକାରିତା

ଶୀତଦିନେ ଆପଣ ରୂପି ଏବଂ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି, ତା’ହେଲେ ଆଜି ଆମେ ଆପଣଙ୍କୁ ଏହାର ସରଳ ସମାଧାନ ବିଷୟରେ କହିବୁ। ଏ ସବୁ ସମସ୍ୟାକୁ ଚୁଟକିରେ ଦୂର କରିବ ନଡ଼ିଆ ତେଲ। ଆପଣ ଚାହିଁଲେ ଏହାକୁ ନିଜ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଚେହେରା ପାଇଁ ମଧ୍ୟ ଉପଯୋଗ କରିପାରିବେ।…

ସାମ୍ନାକୁ ଆସିଲା ପରୀ ହତ୍ୟାକାଣ୍ଡର ରହସ୍ୟ,ହତ୍ୟା ପରେ ଦୁଷ୍କର୍ମ

ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ପ୍ରେସମିଟ୍ କରିଛନ୍ତି। ଏଥିରେ ସେ ପରୀକୁ ଅଭିଯୁକ୍ତ କେମିତି ମାରିଥିଲା ଓ କାହିଁକି ମାରିଥିଲା, ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ପରୀ ହତ୍ୟାକାଣ୍ଡ ମାମଲାରେ ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି। ସରୋଜ…

ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଥାନାରେ ଏତଲା

ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହୁଥିବାବେଳେ ଏବେ ବୋଥ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ। ଗତକାଲି ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଟିମ୍ ସରୋଜ…

ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ ଏସ୍ଆଇଟି

ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେବ ଏସ୍ଆଇଟି। ଅଭିଯୁକ୍ତକୁ ଅଧିକ ପଚରାଉଚରା ପାଇଁ ତିନିଦିନିଆ ରିମାଣ୍ଡ ଲାଗି କୋର୍ଟ ମଧ୍ୟ ଗତକାଲି ଅନୁମତି ପ୍ରଦାନ କରିଥିଲା। ଗତକାଲିର କାର୍ଯ୍ୟାନୁଷ୍ଠାନ ପରେ ଆଜି ରିମାଣ୍ଡର ପ୍ରଥମ ଦିନରେ ଅଭିଯୁକ୍ତକୁ ଜେରା…