Odia News Portal
Browsing Tag

latest odia news

ପୋଲିସ ଉପରେ ଆକ୍ରମଣ କରିବାକୁ ବିଜେପିର ଚକ୍ରାନ୍ତ

ବିଜେଡିର କେନ୍ଦ୍ର ବିରୋଧୀ ପ୍ରତିବାଦକୁ କାଉଣ୍ଟର କରିବାକୁ ବିଜେପି କରିଛି ଗେମ୍ ପ୍ଲାନ୍ । ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଛି । ଏହି ଘେରାଉ ସମୟରେ ବିଜେପି କର୍ମୀ ଜାଣିଶୁଣି ପୋଲିସ ଉପରେ ଆକ୍ରମଣ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ, ନଚେତ୍ ପାପ ଲାଗିବ : ପ୍ରୀତି ରଞ୍ଜନ ଘଡେଇ

ପ୍ରଶ୍ନକାଳରେ ବିରୋଧୀଙ୍କୁ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ତେରଚ୍ଛା ବାଣ । ମୁମ୍ବାଇରେ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରୁଛନ୍ତି । ଓଡିଶାକୁ ପୁଞ୍ଜି ନିବେଶ ପାଇଁ ଆଲୋଚନା କରୁଛନ୍ତି । ୧୦ଲକ୍ଷ କୋଟି ଟଙ୍କାର ଇଣ୍ଟଣ୍ଡ ଇନଭେଷ୍ଟମେଣ୍ଟ ଆସିଛି । ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ,

ଜଳୁଛି ଜଙ୍ଗଲ, ଆୟତ୍ତ କରିପାରୁନାହିଁ ଅଗ୍ନିଶମ ବିଭାଗ

ଜଳୁଛି ଜଙ୍ଗଲ । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ । କରଞ୍ଜିଆ ବନଖଣ୍ଡ ସରଭାଡ଼ି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ ବି ନିଆଁକୁ ଆୟତ୍ତ କରାଯାପାରିନାହଁ । ଗତ କିଛିଦିନ ହେବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଥିବା ବନବିଭାଗ

ପୁଣି କେନ୍ଦ୍ରୀୟ ଅବହେଳାକୁ ନେଇ ଗର୍ଜିଲା ବିଜେଡି

ପୁଣି କେନ୍ଦ୍ରୀୟ ଅବହେଳାକୁ ନେଇ ଗର୍ଜିଲା ବିଜେଡି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଥିବା ଅଭିଯୋଗ କରିଛି ବିଜେଡି । ଏହାକୁ ନେଇ ରାଜଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ଧାରଣା ଦେବା ସହ ପ୍ରତିବାଦ କରିଛି ।

ଆଜି ସରୁଛି ଚାନ୍ଦିପୁର ଆଇଟିଆର୍ ହନିଟ୍ରାପ୍ ମାମଲାର ଅଭିଯୁକ୍ତ ବାବୁରାମଙ୍କ ରିମାଣ୍ଡ: ସତ ଓଗାଳୁଛନ୍ତି ଅଭିଯୁକ୍ତ

ଆଜି ସରୁଛି ଚାନ୍ଦିପୁର ଆଇଟିଆର୍ ହନିଟ୍ରାପ୍ ମାମଲାର ଅଭିଯୁକ୍ତ ବାବୁରାମ ଦେଙ୍କ ରିମାଣ୍ଡ। ବାବୁରାମଙ୍କ ରିମାଣ୍ଡର ଆଜି ହେଉଛି ଶେଷ ଦିନ। ଏହି ରିମାଣ୍ଡ ସମୟରେ ଅଭିଯୁକ୍ତ ବାବୁରାମ ଦେ ପୁଲିସ ଆଗରେ ସତ ଓଗାଳିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଚାନ୍ଦିପୁର ଥାନା

ବାହାଘର ଦିନ ପ୍ରେମିକ ସହ ଫେରାର୍‌ ହେଲା ମଙ୍ଗୁଳା କନ୍ୟା

ବାହାଘର ପାଇଁ ସରିଥିଲା କିଣାକିଣି। ଖଟ, ଆଲମିରା ଠାରୁ ଆରମ୍ଭ କରି ବାସନକୁସନ ଯାଏ ସବୁ କିଛି। ଏପଟେ ଅଙ୍କା ସରିଥିଲା ବାହା ଚିତା। ଲେଖାଯାଇଥିଲା ବାହା ତାରିଖ ସହିତ ମାଧବି ସହିତ ଧିରୋଜର ଶୁଭ ବିବାହ। ଘରେ ବି ଆଗମନ ହୋଇସାରିଥିଲା ଅତିଥିମାନଙ୍କର। ହେଲେ ଶେଷ ମୁହୂର୍ତ୍ତରେ ସବୁ କିଛି ଫସର

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ,କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଆକ୍ସନ ଲୁକ୍ ରେ ପ୍ରିୟଙ୍କା

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ପ୍ରଥମ ଲୁକ ଶେୟାର କରିଛନ୍ତି। ଏହି ୱେବ ସିରିଜରେ ଅଭିନେତ୍ରୀ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ପ୍ରଥମ ଲୁକରେ ପ୍ରିୟଙ୍କା ଏକ ଲାଲ ରଙ୍ଗର ପୋଷାକରେ ଆକ୍ସନ କରୁଥିବା ନଜର ଆସିଛନ୍ତି। ରିଚାର୍ଡ

ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ।ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି।

ଲଳିତଗିରି-ରତ୍ନଗିରି-ଉଦୟଗିରି ହୀରକ ତ୍ରିଭୁଜ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ର ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ମାଟିପାତ୍ରରେ ଥିବା ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପୁରୀ ସର୍କଲ

କ୍ୟାପିଟାଲ ହସ୍ପିଟାଲ୍‌ରେ ହେବ ପେଟ୍ ସିଟି ସ୍କାନ୍‌ ବ୍ୟବସ୍ଥା

କର୍କଟ ରୋଗୀଙ୍କ ଚିକିତ୍ସା ପ୍ରସଂଗରେ ସରକାରଙ୍କ ସତ୍ୟପାଠ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ କର୍କଟ ଚିକିତ୍ସା ଶାଖା (କ୍ୟାନସର ୱିଙ୍ଗ୍) ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଓ ଆଉ ଦୁଇଟି ମହଲା କୋଠାରେ ପ୍ରଥମ ପର୍ଯ୍ୟାୟରେ ଏହି କର୍କଟ