Odia News Portal
Browsing Tag

latest odia news

ଚାଇନାର ଉତ୍ତର-ପଶ୍ଚିମ ପ୍ରଦେଶର ଶିଜିଆଙ୍ଗରେ ଭୂକମ୍ପ

ଅନୁଭୂତ ହୋଇଛି ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ, ଆକସୁ ଅଞ୍ଚଳର ୱେନସୁ କାଉଣ୍ଟିରେ ସକାଳ ୭ ଟା ୫୮ ରେ ଏହା ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୪୧.୮୭ ୟ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୯.୮୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି।

କେମିତି କଟିବ ଦିନ

ମେଷ : ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ। ଆଜି ଆପଣ ସାମାଜିକ ତଥା ସାର୍ବଜନିକ

କାର୍ଯ୍ୟ ସମ୍ପନ୍ନ ପାଇଁ କେରଳ ସ୍ଥିତ ମନ୍ଦିରରେ ନିୟୋଜିତ ହେଲା ପ୍ରଥମ ‘ଯାନ୍ତ୍ରିକ ହାତୀ’

କ୍ରିୟାକଳାପ ସମ୍ପନ୍ନ ନିମନ୍ତେ କେରଳର ତ୍ରିସୁର ଜିଲ୍ଲାସ୍ଥିତ ଇରିଞ୍ଜାଡ଼ାପିଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ପ୍ରକୃତ ହାତୀ ଆକାରର ଗୋଟାଏ ‘ଯାନ୍ତ୍ରିକ ହାତୀ’ (ମେକାନିକାଲ୍‌ ଏଲିଫ୍ୟାଣ୍ଟ୍‌) ନିୟୋଜନ କରାଯାଇଛି। ଅଭିନେତ୍ରୀ ପାର୍ବତୀ ତିରୁବୋତୁଙ୍କ ପୃଷ୍ଠପୋଷକତାରେ ‘ପେଟା ଇଣ୍ଡିଆ’ ଉକ୍ତ

ଆଜି ବିଏମ୍‌ସି ନୂଆ କୋଠାରେ ଅଭିଯୋଗ ଶୁଣାଣି

ସୋମବାର ନୂଆ କୋଠା(ବିଏମ୍‌ସି-ଆଇସିଓଏମ୍‌ସି)ରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ। କୋଠାର ଅପର ଗ୍ରାଉଣ୍ଡ ଫ୍ଲୋର୍‌ରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କମିସନର ବିଜୟ ଅମୃତା କୁଲାଙ୍ଗେ ସଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ। ଗତ ୨୦ ତାରିଖରେ କର୍ପୋରେସନ ବୈଠକ ଥିବାରୁ ଶୁଣାଣି ହୋଇ

ମେଘାଳୟ ଓ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ଆରମ୍ଭ

ଆଜି ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଉଭୟ ରାଜ୍ୟରେ ସକାଳ ୭ଟା ବେଳେ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ସଦ୍ୟତମ ସୂଚନା ଅନୁସାରେ, ନାଗାଲାଣ୍ଡ୍‌ର ୨,୨୯୧

ସୁରେଶ ମହାପାତ୍ର ଓଇଆର୍‌ସି ଅଧ୍ୟକ୍ଷ

ରା‌ଜ୍ୟ ସରକାର ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଯେବେ ଠାରୁ ଦାୟିତ୍ବ ଗ୍ରହଣ କରିବେ ସେବେଠାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି

ପୁରୀ ଜିଲ୍ଲାରେ ଖୋଲିବ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ପଞ୍ଚାୟତ ସ୍ତରରେ ଖୋଲିବ ଆଉ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର। ୫ରୁ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ସ୍ବାସ୍ଥ୍ୟଉପକେନ୍ଦ୍ର ଉପଲବ୍ଧ ହେବ। ଔଷଧ ସୁବିଧା ସହ ଯୋଗ, ନିଦାନ, ଓପିଡି, ମାଗଣା ଔଷଧ ସେବା, ଟେଲି ପରାମର୍ଶ ସୁଯୋଗ ଉପଲବ୍ଧ ହେବ। ତେବେ ସେଠାରେ

ଛେନାପୋଡ଼କୁ ମିଳିବ GI tag

ଆୟୁଷ୍ମାନ ଯାଜପୁର ମହୋତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ବେଳେ ଛେନାପୋଡ଼ ଖାଇଥିଲେ । ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଉଲ୍ଲେଖ କରିଥିଲେ, ‘ଛେନାପୋଡ଼ର ଏହି ପୋଡ଼ା ଅଂଶ ମୋ ଜୀବନର ‘ଡାର୍କ ସାଇଡ୍‌ (ଦୁଃଖ ମୁହୂର୍ତ୍ତ)’କୁ ସଫଳତାର ସହ ଏଡ଼ାଇ ଦେଉଛି।’ ଆୟୁଷ୍ମାନଙ୍କ ଏହି ଟ୍ୱିଟ

ଏଥର ରାଜ୍ୟରେ ୩୦ ନୁହେଁ ରହିବ ୩୫ ଜିଲ୍ଲା

ରାଜ୍ୟର ନୂଆ ଜିଲ୍ଲା ଗଠନ ନେଇ ପୁଣି ବିଧାନସଭାରେ ଉଠିଛି ସ୍ବର। ରାଜ୍ୟର ଜିଲ୍ଲା ତାଲିକାରେ ଯୋଡ଼ି ହେବ ୫ ନୂଆ ଜିଲ୍ଲା ! ବରଗଡ଼ର ପଦ୍ମପୁର,ମୟୂରଭଞ୍ଜର ରାଇରଙ୍ଗପୁର, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀରର କଣ୍ଟାବାଞ୍ଜି, ଟିଟିଲାଗଡ ହୋଇପାରେ ନୂଆ ଜିଲ୍ଲା । ବିଧାନସଭାରେ ରାଜସ୍ବ ମନ୍ତ୍ରୀ

ବିବାହ କଲେ ବିଜେଡି ବିଧାୟକ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର

ପୁଣି ଥରେ ବିବାହ କଲେ ବିଜେଡି ବିଧାୟକ ତଥା ପୂର୍ବତନ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସୂଚନାଯୋଗ୍ୟ ଯେ ତାଙ୍କର ଏକ ପୁତ୍ର ସନ୍ତାନ ବର୍ତ୍ତମାନ ଦୁବାଇରେ ତାଙ୍କ ପ୍ରଥମ ସ୍ତ୍ରୀ ପାଖରେ ରହି ପାଠ ପଢୁଛି। ଏହା ଉଭୟ କ୍ୟାପଟେନ ମିଶ୍ର ଓ ତାଙ୍କ ନୂତନ ପତ୍ନୀ ପ୍ରୀୟଙ୍କାଙ୍କ ଦୁତିୟ