Odia News Portal
Browsing Tag

latest odia news

ଝାଡଖଣ୍ଡ ବଜେଟ; ବେରୋଜଗାରୀଙ୍କୁ ମାସିକ ୧ ହଜାର ଟଙ୍କା ଭତ୍ତା, ମହିଳା ଓ ଦିବ୍ୟାଙ୍ଗଙ୍କୁ ୧୫ଶହ ଟଙ୍କା

ଝାଡଖଣ୍ଡ ଅର୍ଥମନ୍ତ୍ରୀ ଡ.ରାମେଶ୍ୱର ଓରାଂବ ଆଜି ରାଜ୍ୟ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଗତବର୍ଷ ରାଜ୍ୟ ପାଇଁ ୧,୦୧,୧୦୧ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ଚଳିତ ବର୍ଷ ୧,୧୬,୪୧୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହି

ଚିନ୍ମୟୀଙ୍କ ହତ୍ୟା ରହସ୍ୟର କେବେ ଖୋଲିବ ଗୁମର 

ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ କିଛି ଜଣାପଡିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଦାବି କରୁଛନ୍ତି । ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର । ସେ ଶବକୁ ଦେଖିବା ପରେ ଝିଅଙ୍କୁ ହତ୍ୟା କରାଯାଇଥିବା

୨୫ ସିନେମା ହଲରେ ମୁକ୍ତିଲାଭ କଲା ‘ବାଜିବ ଲୋ ସାହାନାଇ’

‘ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆ ସିନେମା ‘ବାଜିବ ଲୋ ସାହାନାଇ’ ଆଜି ମୁକ୍ତିଲାଭ କରିଛି। ଭୁବନେଶ୍ବରସ୍ଥିତ ସିନେପଲିସ୍‌ ସମେତ ରାଜ୍ୟର ୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି। ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବା ବେଳେ ସ୍ବର୍ଗତ ରାଇମୋହନ

୫ଟି ସଚିବଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନିଆ ଗସ୍ତରେ ମୟୂରଭଂଜ ଜିଲ୍ଲାରେ ପହଞ୍ଚିଛନ୍ତି ୫ ଟି ସଚିବ ଭିକେ ପାଣ୍ଡିୟାନ। ଗସ୍ତର ପ୍ରଥମ ଦିନରେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପଡିଆବେଡା ଗ୍ରାମ ପଞ୍ଚାୟତର କଳାଶିରା ଗ୍ରାମରେ ୧୧ଟା୨୫ରେ ପହଞ୍ଚି ପର‌୍ୟ୍ୟଟନ

ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ ପରେ ‘ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ପଦରୁ…

‘ଲୋକାୟୁକ୍ତ’ର ଦୁର୍ନୀତି ନିରୋଧୀ ଶାଖା ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି କର୍ଣ୍ଣାଟକ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପା ‘ମୈସୋର୍‌ ସାଣ୍ଡାଲ୍‌ ସାବୁନ୍‌’ର ନିର୍ମାତା ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ପଦରୁ ଇସ୍ତଫା

ଡିଜେ ସାଉଣ୍ଡ ହେଲା କାଳ, ଷ୍ଟେଜ୍ ଉପରେ ହିଁ ଚାଲିଗଲା ବର ଜୀବନ

ଡିଜେ ସାଉଣ୍ଡ ହେଲା କାଳ । ଷ୍ଟେଜ୍ ଉପରେ ହିଁ ଟଳିପଡିଲା ବର । ହସ୍ପିଟାଲ ନେଉନେଉ ବାଟରେ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ବିହାର ସୀତାମଢି ଅଞ୍ଚଳରେ ।ସୂଚନା ମୁତାବକ, ବୁଧବାର ରାତିରେ ଇନ୍ଦରବା ଗାଁର ଯୁବତୀଙ୍କୁ ବିବାହ କରିବାକୁ ଏଠାରେ ବରଯାତ୍ରୀ ନେଇ ପହଞ୍ଚିଥିଲେ ଧନହା ପଞ୍ଚାୟତର

ସଫଳତା ଦେଇଛି କଡା ଜବାବ, ଗୋଟାଏ ସମୟରେ ଲୋକେ ‘କାଲୀ ବିଲ୍ଲୀ ’ ବୋଲି ଡାକୁଥିଲେ

ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ହେବା ପରେ ବଲିଉଡ୍‌ରେ ନିଜର ଯାତ୍ରା ଆରମ୍ବ କରି ବେଶ୍‌ ସଫଳତା ଅର୍ଜନ କରିଛନ୍ତି। ଏବେ ସେ କେବଳ ବଲିଉଡ୍‌ ନୁହଁନ୍ତି, ହଲିଉଡ୍‌ରେ ବି ନିଜର ଜଲୱା ଦେଖାଇ ସାରିଲେଣି। ପ୍ରିୟଙ୍କା ଚୋପ୍ରା ଆଜିକା ସମ‌ୟରେ ଜଣେ ଜଣାଶୁଣା ହଲିଉଡ୍‌

ବଜେଟ ବ୍ୟୟବରାଦ ଅନୁଯାୟୀ କାର୍ଯ୍ୟକାରୀ ହୋଇପାରିନି ଖର୍ଚ୍ଚ

ବଜେଟ୍‌ରେ ଯେତିକି ବ୍ୟୟବରାଦ କରାଯାଉଛି ତାହା ବର୍ଷ ସୁଦ୍ଧା ଶେଷ ହୋଇପାରୁନାହିଁ। ବିଗତ ୫ ବର୍ଷରେ ବ୍ୟୟବରାଦ ଅର୍ଥରୁ ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ। ଆବଣ୍ଟିତ ଖର୍ଚ୍ଚ ଓ ପ୍ରକୃତ ଖର୍ଚ୍ଚ ମଧ୍ୟରେ ୧୦ରୁ ୧୨ ପ୍ରତିଶତର ତାରତମ୍ୟ ରହୁଛି ବୋଲି ପୂର୍ବତନ କେନ୍ଦ୍ର ସାର ଓ ଗ୍ରାମୀଣ

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ସମସ୍ତେ ଆଜି ଝୁରୁଛନ୍ତି ପିଣ୍ଟୁ ନନ୍ଦଙ୍କୁ । ଆଜି ଭୁବନେଶ୍ୱରରେ ଅଭିନେତାଙ୍କ ଦେଖିବାକୁ ତାଙ୍କ ଶୁଭେଚ୍ଛୁ ମାନଙ୍କ ଭିଡ ଜମି ରହିଛି । ପିଣ୍ଟୁ ନନ୍ଦ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଜଣାଶୁଣା କଳାକାର । ଓଡିଆ ଫିଲ୍ମରେ ତାଙ୍କ ଜୀବନ୍ତ

ପେଟ୍ରୋଲ୍‌ ଓ ମଦରୁ ଭାଟ୍‌ ବାବଦକୁ ଆୟ ହୋଇଛି ୧୦୫୫.୨୭ କୋଟି ଟଙ୍କା

 ଫେବ୍ରୁଆରିରେ ରାଜ୍ୟରେ ମୋଟ ୪୫୧୯.୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଗତବର୍ଷର ଏହି ସମୟ ସଂଗ୍ରହ ତୁଳନାରେ ୧୦.୧୯ ପ୍ରତିଶତ ଅଧିକ। ଏହି ମାସରେ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ସଂଗ୍ରହ ୪୦ ପ୍ରତିଶତ ବୃଦ୍ଧି ପାଇ୧୭୧୨.୪୮ କୋଟି ଟଙ୍କା ହୋଇଛି। ଗତବର୍ଷ ଫେବ୍ରୁଆରି