Odia News Portal
Browsing Tag

latest odia news

‘ପଞ୍ଜାବ ବଚାଓ’ ଟ୍ରେଣ୍ଡରେ ଖଲିସ୍ତାନକୁ କଡା ବାର୍ତ୍ତା; ପାକିସ୍ତାନ ଓ ଆଫଗାନିସ୍ତାନ ଜିତ ତାପରେ ପଞ୍ଜାବ ଆସିବ

ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କ ହଜାର ହଜାର ସମର୍ଥକ ପଞ୍ଜାବର ଏକ ଥାନା ଉପରେ ଆକ୍ରମଣ କରିବା ପରଠାରୁ ‘ଖଲିସ୍ତାନ’ ପ୍ରସଙ୍ଗ ଦେଶରେ ପୁଣି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସୋସିଆଲ ମିଡିଆରେ ଅମୃତପାଲ ସିଂହ ଓ ‘ପଞ୍ଜାବ ବଚାଓ’ ଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ

ସୁଧୁରିନି ତୁର୍କୀ ପରିସ୍ଥିତି, ଛାରକାର ପରେ ଚାଲିଛି ପୁନଃପ୍ରସ୍ତୁତି

ତୁର୍କୀରେ ଭୟଙ୍କର ଭୂକମ୍ପ ସବୁକିଛି ଛାରଖାର କରିଦେବାପରେ ତୁର୍କୀ ଏବେ ନୂଆ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି। ଭୂକମ୍ପ ଯୋଗୁଁ ଘର ହରାଇ ଦେଇଥିବା ୧୫ ଲକ୍ଷ ଲୋକଙ୍କ ପାଇଁ ଘର ନିର୍ମାଣ ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଭୂକମ୍ପର ପ୍ରକୋପ ଏଯାଏଁ ସରିନି। ଶନିବାର ତୁର୍କୀରେ ପୁଣି ୫.୩

ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି

ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି

ଶିକ୍ଷକ ଅଭାବ ଦୂର କରିବ ଶିକ୍ଷା ବଜେଟ୍‌; ପ୍ରଥମ ପର୍ୟ୍ୟାୟରେ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ରାଜ୍ୟ ବଜେଟ୍‌ରେ ସମାଧାନ ହେବ ଶିକ୍ଷକ ଅଭାବ ସମସ୍ୟା । ହାଇସ୍କୁଲରେ ନିଯୁକ୍ତି କରାଯିବ ଶିକ୍ଷକ । ଖୁବ୍‌ଶୀଘ୍ର ପ୍ରାଥମିକ ସ୍କୁଲରେ ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ ।

ପଶ୍ଚିମବଙ୍ଗର କେନ୍ଦ୍ରମନ୍ତ୍ରୀ ନୀଶୀଥଙ୍କ ଉପରେ ଆକ୍ରମଣ

ପଶ୍ଚିମବଙ୍ଗର କୁଚ ବିହାରରେ କେନ୍ଦ୍ରମନ୍ତ୍ରୀ ନୀଶୀଥ ପ୍ରାମାଣିକଙ୍କ କନଭୟ ଉପରେ ଆକ୍ରମଣ ହୋଇଛି। ଟିଏମ୍‌ସି ସମର୍ଥିତ ଗୁଣ୍ଡାଙ୍କ ଦ୍ବାରା ଏହି ଆକ୍ରମଣ ହୋଇଛି ବୋଲି ବିଜେପି କହିଛି। କେନ୍ଦ୍ର ଗୃହ ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପ୍ରାମାଣିକ କୁଚ ବିଚାରର ଦିନହାଟରେ ଦଳୀୟ

ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବାକୁ ଆଜି ସଙ୍କେତ ଦେଇଛନ୍ତି। ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ଦ୍ବିତୀୟ ଦିନରେ ଉଦ୍‌ବୋଧନ ଦେଇ ସୋନିଆ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା‌ ସହ ମୋର ଇନିଂସ ‌ଶେଷ ହୋଇପାରେ। ୨୦୦୪ ଏବଂ ୨୦୦୯ରେ

ଦେଶରେ ଅସୁରକ୍ଷିତ ମହାବଳ ବାଘ, ୫୦ ଦିନରେ ୩୦ ମୃତ୍ୟୁ

୫୦ ଦିନରେ ୩୦ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଦେଶରେ ଏଭଳି ଘଟିଛି। ୨୦୨୩ ଜାନୁଆରି ପହିଲାରୁ ଫେବ୍ରୁଆରି ୧୯ ମଧ୍ୟରେ ଏତେ ସଂଖ୍ୟକ ମହାବଳଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟରୁ

ଚିତା ପ୍ରକଳ୍ପ ସଫଳ ହେଲେ ସ୍ଥାନାନ୍ତରଣ କରାଯିବ ୪ ରାଜ୍ୟକୁ, ତାଲିକାରେ ନାହିଁ ଓଡିଶା

ମଧ୍ୟପ୍ରଦେଶ କୁନୋରେ ଚିତା ପ୍ରକଳ୍ପ ସଫଳ ହେଲେ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଚିତାବାଘଗୁଡ଼ିକୁ ସ୍ଥାନାନ୍ତର କରାଯିବ। ତେବେ ଏହି ତାଲିକାରେ ଓଡ଼ିଶା ସ୍ଥାନ ପାଇନାହିଁ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଚିତା ପ୍ରକଳ୍ପର ଭବିଷ୍ୟତ ଉପରେ ବର୍ତ୍ତମାନ

ମୋବାଇଲ ଫୋନ ଚୋରି ହୋଇଗଲେ କିପରି ନିଷ୍କ୍ରିୟ କରିବେ ଅନଲାଇନ ପେମେଣ୍ଟ?

ଆଜିର ସମୟରେ ମୋବାଇଲ୍ ଫୋନ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି | କଥା ହେବା ସହ, ମନୋରଞ୍ଜନ ଓ ଅନ୍ୟକୁ ଟଙ୍କା ପଠାଇବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମୋବାଇଲ ଦ୍ୱାରା ହିଁ ସମ୍ଭବ ହୋଇପାରୁଛି | ତେବେ ଆଜିକାଲି ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଆମ ସମସ୍ତ ଜୀବନର

ଆପକୁ ଲାଗିଲା ଶକ୍ତ ଧକ୍କା, ଷ୍ଟାଣ୍ଡିଂ କମିଟି ପୁନଃ ନିର୍ବାଚନରେ ରୋକ ଲଗାଇଲା ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମହାନଗର ନିଗମ ( ଏମସିଡି)ର ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ କରିବାକୁ ମେୟର ସେଲି ଓବରୟଙ୍କ ନିଷ୍ପତ୍ତି ଉପରେ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏହାସହିତ ହାଇକୋର୍ଟ ଉପରାଜ୍ୟପାଳ, ମେୟର ଓ ମହାନଗର ନିଗମକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।