ଭାରତୀୟଙ୍କ ‘ଖିଚଡ଼ି’ରେ ଛୁଙ୍କ ମାରିଲେ ବିଲ୍ ଗେଟ୍ସ
ଆମେରିକୀୟ ବ୍ୟବସାୟୀ ବିଲ୍ ଗେଟ୍ସ ଖିଚିଡ଼ି (ଖେଚେଡ଼ି) ବନାଇଛନ୍ତି ବୋଲି ଯଦି ଆପଣ ଶୁଣିବେ ବିଶ୍ବାସ କରିବେ ତ? ଆପଣ ଏବେ ବିଶ୍ବାସ କରିବା ଆରମ୍ଭ କରନ୍ତୁ। କାରଣ ବିଲ୍ ଗେଟ୍ସ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହଯୋଗରେ ଏପରି ଏକ କାର୍ଯ୍ୟ କରିଥିବାର ଭିଡିଓ ଏବେ ସୋସିଆଲ୍!-->…
