Odia News Portal
Browsing Tag

latest odia news

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତିଙ୍କୁ ବିରୋଧ : ଅସ୍ତରଙ୍ଗ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ବେଳେ…

ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିଜ ବ୍ଲକରେ ବିରୋଧ । କାର୍ଯ୍ୟାଳୟ ବାହାରେ ତାଲା ପଡ଼ିଥିବା ଦେଖି ଭିତରୁ ତାଲା ମାରି ରହିଲେ ମନ୍ତ୍ରୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳକୟକୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ବେଳେ ବିରୋଧ ପ୍ରଦର୍ଶନ କରି…

ଜାମିନ ଆବେଦନ କଲେ ମନୀଷ ସିସୋଦିଆ

ଆମ ଆଦମୀ ପାର୍ଟି (ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରୋଜ ଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସିସୋଡିଆ ଜାମିନ ଆବେଦନ କରିଥିବା ଜଣାପଡିଛି। ତେବେ ଶନିବାର ଏହାର ଶୁଣାଶି…

ବ୍ରାଉନସୁଗାର ଜବତ, ଜଣେ ଗିରଫ

କେନ୍ଦୁଝର ଜିଲ୍ଲାରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ତେବେ ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଥିଲେ ମଧ୍ଯ ପୋଲିସ ଏନେଇ କୌଣସି ଟେରି ପାଉନଥିଲା । ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଓରାଳି ବଜାରରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ଅବକାରୀ…

ଓସ୍କାର୍‌ ୨୦୨୩ ର ଉପସ୍ଥାପିକା ଭାବେ ମନୋନୀତ ହୋଇଛନ୍ତି ଦୀପିକା ପାଦୁକୋନ୍‌

ଓସ୍କାର୍‌ ୨୦୨୩ ର ଅନ୍ୟତମ ଉପସ୍ଥାପିକା ଭାବେ ମନୋନୀତ ହୋଇଛନ୍ତି ବୋଲି ଗୁରୁବାର ଦିନ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ ପୋଷ୍ଟ୍‌ରେ ଘୋଷଣା କରିଛନ୍ତି। ହି ସମ୍ମାନ ପାଇ ଦୀପିକା ଏମିଲି ବ୍ଲଣ୍ଟ୍‌, ସାମୁଏଲ୍‌ ଏଲ୍‌. ଜ୍ୟାକ୍‌ସନ୍‌, ଡ୍ବେନ୍‌ ଜନ୍‌ସନ୍‌,…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଜେପି ବିଧାୟକଙ୍କ ପୁଅ

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି କର୍ଣ୍ଣାଟକ ବିଜେପି ବିଧାୟକଙ୍କ ପୁଅ । ତାଙ୍କ ଘରୁ ୬ କୋଟି ଟଙ୍କା ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ବିଜେପି ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲଙ୍କ ଘରୁ ଏହି ନଗଦ ଟଙ୍କା ଜବତ କରିଛି ଲୋକାୟୁକ୍ତ ଟିମ୍ । ବିରୁପକ୍ଷପ୍ପା ସମ୍ପ୍ରତି…

ଦ୍ୱିତୀୟ ବିବାହ କରିବେ ରିତିକ୍ ରୋସନ୍

ବଲିଉଡର ଗ୍ରୀକ୍ ଗଡ୍ କୁହାଯାଉଥିବା ରିତିକ୍ ରୋସନଙ୍କ ବିବାହକୁ ନେଇ ଚର୍ଚ୍ଚା । ବାନ୍ଧବୀ ସବା ଆଜାଦଙ୍କୁ ରିତିଙ୍କ ସହ ଅନେକ ସମୟରେ ପରିବାର ସହ ଓ ପବ୍ଲିକରେ ଏକାଠି ଦେଖିବାକୁ ମିଳେ । ଆଉ କିଛି ଦିନ ପରେ ଏହି ଦୁଇଜଣ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରଚାର ହେଉଛି । ସୋସିଆଲ…

ଅସୁସ୍ଥ ସୋନିଆ ଗାନ୍ଧୀ, ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସୁସ୍ଥତା କାରଣରୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଜ୍ୱର ହେବା କାରଣରୁ ଗୁରୁବାର ଦିନ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ଡାକ୍ତରଙ୍କ ତତ୍ୱାବଧାନରେ ରହିଛନ୍ତି । ସର ଗଙ୍ଗାରାମ…

ଝାଡଖଣ୍ଡ ବଜେଟ; ବେରୋଜଗାରୀଙ୍କୁ ମାସିକ ୧ ହଜାର ଟଙ୍କା ଭତ୍ତା, ମହିଳା ଓ ଦିବ୍ୟାଙ୍ଗଙ୍କୁ ୧୫ଶହ ଟଙ୍କା

ଝାଡଖଣ୍ଡ ଅର୍ଥମନ୍ତ୍ରୀ ଡ.ରାମେଶ୍ୱର ଓରାଂବ ଆଜି ରାଜ୍ୟ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଗତବର୍ଷ ରାଜ୍ୟ ପାଇଁ ୧,୦୧,୧୦୧ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ଚଳିତ ବର୍ଷ ୧,୧୬,୪୧୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହି…

ଚିନ୍ମୟୀଙ୍କ ହତ୍ୟା ରହସ୍ୟର କେବେ ଖୋଲିବ ଗୁମର 

ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ କିଛି ଜଣାପଡିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଦାବି କରୁଛନ୍ତି । ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର । ସେ ଶବକୁ ଦେଖିବା ପରେ ଝିଅଙ୍କୁ ହତ୍ୟା କରାଯାଇଥିବା…

୨୫ ସିନେମା ହଲରେ ମୁକ୍ତିଲାଭ କଲା ‘ବାଜିବ ଲୋ ସାହାନାଇ’

‘ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆ ସିନେମା ‘ବାଜିବ ଲୋ ସାହାନାଇ’ ଆଜି ମୁକ୍ତିଲାଭ କରିଛି। ଭୁବନେଶ୍ବରସ୍ଥିତ ସିନେପଲିସ୍‌ ସମେତ ରାଜ୍ୟର ୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି। ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବା ବେଳେ ସ୍ବର୍ଗତ ରାଇମୋହନ…