‘ଜେଏନୟୁ’ରେ ଲାଗୁ ହେବ ନୂଆ ନିୟମ; ଧାରଣା ଦେଲେ ୨୦,୦୦୦ ଟଙ୍କା ଜୋରିମାନା ହିଂସାକାଣ୍ଡ କଲେ ଆଡ୍ମିସନ୍ ରଦ୍ଦ
ବିଶ୍ବବିଦ୍ୟାଳୟ ପରିସରରେ ଧାରଣା ଦେଲେ ଶିକ୍ଷାର୍ଥୀମାନେ ୨୦,୦୦୦ ଟଙ୍କା ଜୋରିମାନା ଏବଂ ହିଂସାକାଣ୍ଡ ଭିଆଇଲେ ଆଡ୍ମିସନ୍ ରଦ୍ଦ ଅଥବା ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ ବୋଲି ସଦ୍ୟତମ ନିୟମାବଳିରେ ‘ଜବାହର୍ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ’ ଉଲ୍ଲେଖ କରିଛି।
୧୦!-->!-->!-->…
