Odia News Portal
Browsing Tag

latest odia news

ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ଅକାଳରେ ଚାଲିଗଲେ ପିଣ୍ଟୁ ନନ୍ଦ। ଅଭିନୟର ବିଭିନ୍ନ ରଙ୍ଗ ପରଶି ଓଡ଼ିଆ ଦର୍ଶକଙ୍କ ମନମୋହୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରେ ସମାପ୍ତ ହୋଇଛି। ଜୀବନ ନାଟକରେ ଯବନିକା ପଡ଼ିଛି ତାଙ୍କ ଭୂମିକାର। କିଛି ମାସ ହେବ ଲିଭର ସିରୋସିସ୍ ଭଳି ଦୂରାରୋଗ୍ୟ ବ୍ୟାଧି ସହ ଲଢ଼ୁଥିବା

ଖୁବଶିଘ୍ର ୪୦ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି:ସମୀର ରଞ୍ଜନ ଦାଶ

ଖୁବ୍ ଶୀଘ୍ର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ପ୍ରକାଶ ସରିଛି। ସେହିପରି ହାଇ ସ୍କୁଲ ପାଇଁ ମଧ୍ୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ମଧ୍ୟ ବାହାରି ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ

ହୋମଗାର୍ଡଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖନ୍ତାପଡ଼ା ଥାନା ଏଏସ ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର । ଏକ ମାମଲା ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସେମାନଙ୍କୁ ଧରିଛି ଭିଜିଲାନ୍ସ। ଖନ୍ତାପଡ଼ା ଥାନା ପୋଲିସ କିଛି ଦିନ

ବିବିସି ଟିକସ ପ୍ରସଙ୍ଗ ଉଠାଇଥିବା ବ୍ରିଟେନ ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲା ଭାରତ

ବିବିସିର ଟିକସ ଫାଙ୍କି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ ଆଜି କଡ଼ା ଜବାବ ଦେଇଛନ୍ତି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍‌ସ ଆଜି ଏକ ଦ୍ୱିପାକ୍ଷିକ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ବିବିସିରେ ଭାରତ ସରକାରଙ୍କ ପକ୍ଷରୁ

ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରି ଭାରତରେ ନଜର ରଖୁଛି ପାକିସ୍ତାନ

ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ ଚୀନ ସେଥିପାଇଁ

ପୋଲରୁ ଅଟୋ ଖସି ୪ ଗୁରୁତର

ମୋହନା ଥାନା ଚାନ୍ଦିପୁଟ ହାଟପଦା ନିକଟରେ ମର୍ମନ୍ତୁଦ ସଡକ ଦୂର୍ଘଟଣା ।ବାଇକକୁ ପିଟି ପୋଲ ତଳକୁ ଖସିଲା ଅଟୋ । ଦୂର୍ଘଟଣାରେ ୬ ଜଣଙ୍କ ମଧ୍ୟରେ ୪ଜଣ ଗୁରୁତର ହୋଇ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ଘରଭଡା ପାଇଁ ସିନେମା ଜଗତରେ ପାଦ ଥାପିଥିଲେ ଅଭିନେତ୍ରୀ ଶର୍ମିଲା

୭୦-୮୦ ଦଶକରେ ଅନେକ ଅଭିନେତ୍ରୀ ହିନ୍ଦୀ ଫିଲ୍ମ ଦୁନିଆରେ ପ୍ରବ‌େଶ କରିଥିଲେ। ଏମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର। ସେ ସଂପ୍ରତି ସିନେମା ‘ଗୁଲମୋହର’ ଜରିଆରେ ପରଦାକୁ ଫେରୁଛନ୍ତି। ଏଥିରେ ମ‌ନୋଜ ବାଜେପେୟୀ ଶର୍ମିଲାଙ୍କ ସହିତ ମୁଖ୍ୟ

 ନଡ୍ଡାଙ୍କୁ ଟ୍ୟାଗ୍ କରି ସସ୍ମିତ ପାତ୍ରଙ୍କ ଟୁଇଟ୍

ଗତକାଲିର ଘଟଣା ନେଇ ଜେପି ନଡ୍ଡାଙ୍କ ଦୃଷ୍ଟି ଆକର୍ଷଣ କଲେ ସସ୍ମିତା । ଜେପି ନଡ୍ଡାଙ୍କୁ ଟ୍ୟାଗ୍ କରି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଟୁଇଟ୍ । ଆପଣଙ୍କ କର୍ମକର୍ତ୍ତା ପୋଲିସକୁ କିଭଳି ନିର୍ଦ୍ଦୟ ପିଟୁଛନ୍ତି ଦେଖନ୍ତୁ ଲେଖିଛନ୍ତି ।

୧୮ ବିଭାଗରୁ କୈଳାଶ ଗେହଲୋଟଙ୍କୁ ୮ଟି ଏବଂ ରାଜକୁମାର ଆନନ୍ଦଙ୍କୁ ମିଳିଲା ୧୦ଟି ବିଭାଗ ଦାୟିତ୍ୱ

ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କୈଳାଶ ଗେହଲୋଟ୍ ଏବଂ ରାଜକୁମାର ଆନନ୍ଦଙ୍କୁ ନୂତନ ବିଭାଗର ଦାୟିତ୍ୱ ଦେବା ପାଇଁ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଖରେ ୧୮ଟି

ଉହାନ କରୋନାର ଉତ୍ପତ୍ତିସ୍ଥଳ; ଏଫବିଆଇ

ଚୀନର ଉହାନ ସହରରୁ ହିଁ କରୋନାର ଉତ୍ପତ୍ତି ହୋଇଛି । ଉହାନସ୍ଥିତ ଲ୍ୟାବରୁ ହିଁ କରୋନା ଭାଇରସ ବାହାରିଛି । ଏନେଇ ସତ୍ୟତା ସ୍ପଷ୍ଟ କରିଛି ଆମେରିକା ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଏଫବିଆଇ । ଏଫବିଆଇ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ପୂର୍ବରୁ ଆର୍ନ୍ତଜାତିକ ସ୍ତରରେ ଚୀନକୁ