Odia News Portal
Browsing Tag

latest odia news

ଗାଁରେ ବୁଲୁଛି ବାଘ

ବଡଗାଁ ବାନାଞ୍ଚଳ ପାମରା ଜଙ୍ଗଲ ନିକଟରେ ବୁଲୁଛି କଲରାପତରିଆ ବାଘ। ସକାଳୁ ଲୋକେ ଜଙ୍ଗଲ ଆଡକୁ ଯାଉଥିବା ବେଳେ ପାହାଡ ତଳେ ଏକ ବାଘ ଯାଉଥିବାର ଦେଖି ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କ ସହାୟତାରେ ବାଘକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। ତେବେ

ମାର୍ଚ୍ଚ ମାସର ପ୍ରତି ବୁଧବାର ହେବ ଜିରୋ ଟଲରାନ୍ସ ଡେ

କୋରାପୁଟ ଜିଲ୍ଲାରେ ଗାଡିମଟର ଚେକିଂ ଜୋରଦାର ଚାଲିବ । ଏନେଇ ଏସପି ଅଭିନବ ସୋନକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମାସର ପ୍ରତି ବୁଧବାର ଦିନକୁ ଜିରୋ ଟଲରାନ୍ସ ଦିନ ଭାବେ ପାଳନ କରାଯିବ । ଏହି ଦିନ ୨୪ ଘଣ୍ଟା ଧରି ଗାଡି ଚେକିଂ ଜୋରଦାର ଚାଲୁ ରହିବ । ବିଶେଷ କରି ହେଲମେଟ,

VSSUT ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ

ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ) ଛାତ୍ର ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଗତକାଲି ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ ଚିନ୍ମୟୀ । ମାତ୍ର ପରବର୍ତ୍ତୀ ସମୟରେ ରାତିରେ ସେ

ଦେୟମୁକ୍ତ ହେଲା ରାଜ୍ୟ ସଂଗ୍ରାହଳୟ,ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି

ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ

ଅମ୍ବାନୀ, ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କୁ ମିଳିଲା ବୋମା ଧମକ

ବଲିଉଡ ଅଭିନେତା ଓ ଉଦ୍ୟୋଗପତିଙ୍କୁ ଧମକ। ଦେଶର ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ, ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ହି ମ୍ୟାନ୍ ଧର୍ମେନ୍ଦ୍ରଙ୍କୁ ମିଳିଛି ଧମକ। ବୋମା ଲଗାଇ ତାଙ୍କ ଘର ଉଡାଇ ଦେବାକୁ ଜଣେ ଅଜଣା ବ୍ୟକ୍ତି ପୁଲିସକୁ ଫୋନ୍ କରି ଜଣାଇଛି। ଏହାକୁ ନେଇ ଚାରିଆଡେ ଆତଙ୍କ

ଦୁଇ ବିଧାୟକ ସୌରଭ ଓ ଆତିଶିଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିସ ଦେଲେ କେଜ୍ରିୱାଲ

ଦିଲ୍ଲୀର ଆମ ଆଦମୀ ପାର୍ଟି(ଆପ) ସରକାରଙ୍କୁ ଲାଗିଛି ଜୋରଦାର ଝଟ୍‌କା। ଦୁର୍ନୀତି ଜାଲରେ ଦଳର ଦୁଇ ହେବିୱେଟ ନେତା ଛନ୍ଦି ହେବା ପରେ ଚିନ୍ତା ବଢ଼ିଛି। ମୁଖ୍ୟତ ସମ୍ପୃକ୍ତ ୨ ନେତା ତଥା ଆପ୍‌ ସରକାରଙ୍କର ଦୁଇ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆ ଗିରଫ ହୋଇ ଜେଲ ଯିବା

‘ବାବା’ ପରେ ‘ଦାଦା’; ଗାଙ୍ଗୁଲିଙ୍କ ବାୟୋପିକରେ ରଣବୀର କପୂର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ ପରଦାକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଏମଏସ ଧୋନୀ, ସଚିନ ତେନ୍ଦୁଲକରଙ୍କ ଭଳି ପ୍ରତିଷ୍ଠିତ ଖେଳାଳିଙ୍କ ପରେ ବଲିଉଡ଼ ଏବେ ଭାରତୀୟ କ୍ରିକେଟ୍ ଦଳର ‘ଦାଦା’ ଅର୍ଥାତ୍ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ନିର୍ମାଣ

ବିଧାନସଭାରେ ଲୋୟର ପିଏମଜି ତାତି : ହଟ୍ଟଗୋଳ ଯୋଗୁଁ ଗୃହ ୪ଟା ଯାଏଁ ମୁଲତବୀ

ବିଧାନସଭାରେ ଲୋୟର ପିଏମଜି ତାତି । ଲୋୟର ପିଏମଜିରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ହଙ୍ଗାମା କରିବାରୁ ଗୃହ କାର୍ଯ୍ୟ ଚାଲିପାରୁନାହିଁ । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହକାର୍ଯ୍ୟ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ

ଅମ୍ବାନୀଙ୍କୁ ଜେଡପ୍ଲସ୍ ସୁରକ୍ଷା ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଓ ତାଙ୍କ ପରିବାରକୁ କେବଳ ମୁମ୍ବାଇରେ ନୁହେଁ, ସମଗ୍ର ଦେଶ ଓ ବିଦେଶରେ ମଧ୍ୟ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦେବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି। ସେ ବାବଦରେ ହେବାକୁ ଥିବା ଖର୍ଚ୍ଚକୁ ଅମ୍ବାନି ବହନ କରିବେ ବୋଲି କୋର୍ଟ ସ୍ପଷ୍ଟ

ବଢ଼ିବ ତାତି

ରାଜ୍ୟରେ ଗତ ୪ ମାସ ହେବ ବର୍ଷା ନାହିଁ। ଗତ କିଛିଦିନ ହେବ ସମୁଦ୍ରଆଡୁ ରାଜ୍ୟକୁ ପ୍ରବାହିତ ବାୟୁ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି। ଏପରିକି ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଟପିଯିବା ନେଇ ପାଣିପାଗ ବିଭାଗ