ବଢିବ ଏୟାରଟେଲର ସେବା ମୂଲ୍ୟ, ଆଗୁଆ ସଙ୍କେତ ଦେଲେ ଅଧ୍ୟକ୍ଷ ମିତ୍ତଲ
ଦରମା ବଢ଼ୁଛି, ଘରଭଡ଼ା ବଢ଼ୁଛି, କିନ୍ତୁ ଗୋଟିଏ ଜିନିଷର ମୂଲ୍ୟ ବଢ଼ୁନାହିଁ। କାହାର କିଛି ଆପତ୍ତି ନାହିଁ। ଲୋକମାନେ ନାମମାତ୍ର ଟଙ୍କା ଦେଇ ୩୦ ଜିବି ଡାଟା ବ୍ୟବହାର କରୁଛନ୍ତି ବୋଲି ଏୟାରଟେଲ୍ର ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିବା ସହ କିଛି ମାସ ପରେ ମୋବାଇଲ୍ କଲ୍ ଓ ଡାଟା ମୂଲ୍ୟ!-->…
